Only for Entertainment

ଏହି ୫ଟି ଭୂଲ ଯୋଗୁଁ ଦୁଷ୍ଟ ଆତ୍ମା ଆପଣଙ୍କ ପାଖରେ ରହିଥାଏ ।

youtube
0 75

ସମସ୍ତ ବ୍ୟକ୍ତିତ୍ୱଙ୍କ ଜୀବନରେ କେତେବେଳେ ଭଲ ସମୟ ଚାଲିଥାଏ ତ କେବେ ଖରାପ ସମୟ । ବାତାବରଣରେ ଦୁଇ ପ୍ରକାର ଶକ୍ତି କାମ କରିଥାଏ । ଗୋଟେ ହେଉଛି ସକରାତ୍ମକ ଏବଂ ଅନ୍ୟଟି ହେଉଛି ନକରାତ୍ମକ ଶକ୍ତି । ସକରାତ୍ମକ ଶକ୍ତି ଆଖପାଖରେ ହେବା କାରଣରୁ ମନୁଷ୍ୟ ମସ୍ତିଷ୍କରେ ଏହାର ଭଲ ପ୍ରଭାବ ପଡିଥାଏ । ଅନ୍ୟ ପଟେ ନକରାତ୍ମକ ଶକ୍ତିର ପ୍ରଭାବ କାରଣରୁ ବ୍ୟକ୍ତି ଚିନ୍ତା ଏବଂ ଅଶାନ୍ତିର ପରିବେଶର ସମ୍ମୁଖୀନ ହୋଇଥାଏ । ଆମେ ଦିନଚର୍ଯ୍ୟାରେ ଏଭଳି କିଛି କାର୍ଯ୍ୟ କରିଥାଉ ଯେଉଁ କାରଣରୁ ଖରାପ ଶକ୍ତି ଆମ ଉପରେ ଭାରି ହୋଇପଡେ ।

ରାତି ସମୟରେ ଖରାପ ଶକ୍ତି ସବୁଠାରୁ ଅଧିକ ଶକ୍ତିଶାଳୀ ରହିଥାଏ ଏବଂ ସକ୍ରିୟ ରହିଥାଏ । ଏହିକାରଣରୁ ରାତି ସମୟରେ ସୁଗନ୍ଧିତ ବସ୍ତୁ ଅର୍ଥାତ ପରଫ୍ୟୁମ କିମ୍ବା ଅତରର ବ୍ୟବହାର କରିବା ଉଚିତ ନୁହେଁ ।

ମାନ୍ୟତା ଅନୁସାରେ ଗର୍ଭବତୀ ମହିଳାଙ୍କୁ ରାତି ସମୟରେ ନିଛାଟିଆ ସ୍ଥାନକୁ ଯିବା ଉଚିତ ନୁହେଁ । କାରଣ ଏହିଠାରେ ମଧ୍ୟ ଖରାପ ଶକ୍ତି ସକ୍ରିୟ ଥାଏ ।

କେବେ ବି କୌଣସି ଶବଯାତ୍ରାରୁ ଫେରିବା ସମୟରେ ପଛକୁ ବୁଲି ଦେଖିବା ଅନୁଚିତ ଏବଂ ଘରେ ପହଂଚିବା କ୍ଷଣି ସ୍ନାନ କରିବା ନିହାତି ଜରୁରୀ ଅଟେ । ଏପରି ନକରିବା ଦ୍ୱାରା ଖରାପ ଶକ୍ତି ସାଙ୍ଗରେ ଆସିଯାଇଥାଏ ।

Negative-Energy-An-Immense-Curse-in-Our-Life

କୌଣସି ଗମ୍ଭୀର ରୋଗାଗ୍ରସ୍ତ ବ୍ୟକ୍ତିଙ୍କର ଆତ୍ମବଳ ଖୁବ ଦୁର୍ବଳ ଥାଏ । ଦୁର୍ବଳ ଆତ୍ମବଳ ଥିବା ବ୍ୟକ୍ତିଙ୍କୁ ଖରାପ ଶକ୍ତି ଖୁବ ଶୀଘ୍ର ଆକର୍ଷିତ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More