Only for Entertainment

ଭୀଷଣ ଖରାରୁ ଘରକୁ ଫେରିଛନ୍ତି କି? ଚିନ୍ତିତ ହୁଅନ୍ତୁ ନାହିଁ,ପିଅନ୍ତୁ କଂଟ୍ରି ଲେମୋନେଡ,ଶୋଷ ହୋଇଯିବ ଗାଏବ ।

mf
0 44

୩/୪ କପ ଚିନି
,୧ କପ ଗରମ ଜଳ,
୪ କପ ଥଣ୍ଡା ଜଳ,
୧/୨ କପ ଲେମ୍ବୁ ରସ
୧ଟି ଲେମ୍ବୁ କଟା

ଗରମ ଜଳରେ ଚିନି ପକାଇ ଭଲ ଭାବରେ ମିଶାନ୍ତୁ । ଚିନି ଯେପରି ଭଲ ଭାବରେ ଜଳରେ ମିଶିଯିବ । ଏହାପରେ ଥଣ୍ଡା ଜଳ,ଲେମ୍ବୁ ରସ ଏବଂ କଟା ଲେମ୍ବୁ ପକାନ୍ତୁ । ଏହାକୁ ଭଲ ଭାବରେ ମିଶାନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ କଂଟ୍ରି ଲେମୋନେଡ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More