Only for Entertainment

‘ସଂଜୁ’ ଦେଖି ଏହି କମେଂଟ କଲେ ଆଲିୟା ।

Hindustan Times
0 43

ଅଫେୟର ଖବରକୁ ନେଇ ଅଲିୟା ଭଟ୍ଟ ଏବଂ ରଣବୀର କପୁର ଡେଟିଂ ୱାର୍ଲଡର ଖବର ପାଲଟି ଯାଇଛନ୍ତି । ଏଭଳିକି ଆଲିୟା ଏକ ଇଂଟରଭ୍ୟୁରେ କହିଦେଲେଯେ ତାଙ୍କୁ ଆଲିୟା ନୁହେଁ ରାଲିୟା ଡାକିବା ପାଇଁ । ଏହି ବୟାନ ପରେ ଆଲିୟା ଏବେ ଅଲ ଟାଇମ କ୍ରଶ ରଣବୀର କପୁରଙ୍କ ଫିଲ୍ମ ସଂଜୁକୁ ନେଇ କମେଂଟ କରିଛନ୍ତି । ଜାଣନ୍ତୁ କ’ଣ କହିଲେ ଆଲିୟା ।

ଆଲିୟାଙ୍କ କହିବା ଅନୁସାରେ ସଂଜୟ ଦତ୍ତଙ୍କ ବାୟୋପିକରେ ଖୁବ ଭଲ କାମ କରିଛନ୍ତି ରଣବୀର କପୁର । ଶୁକ୍ରବାର ଦିନ ଏକ ମିଡିଆ ସହିତ କଥା ହେବା ସମୟରେ ସେ ଏଭଳି କହିଛନ୍ତି ।

ନିକଟରେ ଏକ ମାଗାଜିନକୁ ଇଂଟରଭ୍ୟୁ ଦେବା ସମୟରେ ରଣବୀର କହିଥିଲେଯେ ସେ ଆଲିୟାଙ୍କୁ ଡେଟ କରୁଛନ୍ତି ।
ସଂଜୁ ବିଷୟରେ ଆଲିୟା କହିଲେଯେ ମୋତେ ଭଲ ଲାଗିଲାଯେ ଏହା ଏକ ଭଲ ଏବଂ ସାନଦାର ଫିଲ୍ମ । ମୋତେ ଲାଗୁଛିଯେ ମୋର ପ୍ରିୟ ଟପ ୧୦ ମଧ୍ୟରେ ଏହି ଫିଲ୍ମ ଟପ ୧ରେ ରହିଛି । ଏଥିରେ ରଣବୀର କମାଲ କାମ କରିଛନ୍ତି । ବିକ୍କି କୌଶଲ ଏବଂ ପରେଶ ରାୱଲ ମଧ୍ୟ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । କେବଳ ସେତିକି ନୁହେଁ ଅନୁଷ୍କା ଏବଂ ସୋନମ ମଧ୍ୟ ଭଲ କାମ କରିଛନ୍ତି । ଏହା ଏକ ଫୁଲ ପ୍ୟାକେଜ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More