Only for Entertainment

ବିବେକଙ୍କ ବିବାଦୀୟ ଟ୍ୱିଟରେ ସାମ୍ନାକୁ ଆସିଲା ସଲମାନଙ୍କ ମନ୍ତବ୍ୟ ।

50

ବିବେକ ଓବରୟ ଏକ ମଜାଳିଆ ମିମ ଶେୟାର କରିଥିଲେ ।, ଯାହାକୁ ଆମେ ଆପଣଙ୍କ ସହିତ କିଛି ସମୟ ପୂର୍ବରୁ ଶେୟାର କରିଥିଲୁ । କିନ୍ତୁ ବିବେକଙ୍କ ଏହି ମଜାକ କିଛି ଫ୍ୟାନ୍ସଙ୍କୁ ପସନ୍ଦ ଆସିନାହିଁ । ସୋସିଆଲ ମିଡିଆରେ ଏହାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କେହି କେହି ଏହାକୁ ଘଟିୟା ବୋଲି ଲେଖିଛନ୍ତି ।

ଇଣ୍ଡିଆନ ବ୍ୟାଟମିଂଟନ ପ୍ଲେୟାର ଏହାକୁ ନିରାଶଜନକ ବୋଳି କହିଛନ୍ତି । ମହାରାଷ୍ଟ୍ରର ନେସନାଲ କଂଗ୍ରେସ ପାର୍ଟି ଏହାକୁ ନେଇ ଆପତ୍ତି ଦେଖାଇଛନ୍ତି । ଯେଉଁଥିରେ ଲେଖାଅଛିଯେ ଜଣେ ପଦ୍ମଶ୍ରୀ ସମ୍ମାନିତାଙ୍କ ପାଇଁ ଏଭଳି କିପରି ଲେଖାଯାଇପାରେ । ଏଏନଆଇ ଲେଖିଛିଯେ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗ ଏହା ଉପରେ ତଦାରଖ କରିବ । କିଛି ଲୋକ ମଧ୍ୟ ବିବେକଙ୍କ ଟ୍ୱିଟରେ ନାରାଜ ହୋଇ ଯାଇଛନ୍ତି । କାରଣ ସେ ଏବେ ବିବାହିତା ଏବଂ ଏକ ପ୍ରତିଷ୍ଠିତ ପରିବାରର ବୋହୁ ।

ସଲମାନ ଓ ଅଭିଷେକଙ୍କ ସିହ ନିଜ ଫଟୋକୁ ଐଶ୍ୱର୍ଯ୍ୟାଙ୍କ ମେମେ କରିବା ନେଇ ବିବେକଙ୍କ ଉପରେ ସଲମାନ ରାଗିଛନ୍ତି କି ନାହିଁ ତାହା ଜାଣିବାକୁ ପ୍ରଶଂସକ ଭିତରେ ଆଗ୍ରହ ନିଶ୍ଚୟ ବଢ଼ିଛି। ତେବେ, ଆପଣ ଜାଣିବାକୁ ଚାହିଁବେ ନିଶ୍ଚୟ ଯେ ଏକ୍‌ଜିଟ୍‌ ପୋଲ୍‌ ପରେ ଐଶ୍ୱର୍ଯ୍ୟାଙ୍କ ସହ ସଲମାନଙ୍କ ଫଟୋ ଥିବା ଦୃଷ୍ଟିରୁ ସଲମାନ କିପରି ପ୍ରତିକ୍ରିୟା ରଖିଛନ୍ତି।

ଜଣେ ରିପୋର୍ଟର ଯେତେବେଳେ ସଲମାନଙ୍କୁ ବିବେକଙ୍କ ଟ୍ଵିଟ୍‌ ସଂପର୍କରେ ପଚାରିଲେ ସେତେବେଳେ ସଲମାନ ଖୁବ୍‌ ଚତୁରତାର ଏଥିରୁ ନିଜରୁ ନିବୃତ ରଖିପାରିଛନ୍ତି। ସଲମାନ ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି ‘ମୁଁ ବେଶି ସମୟ ଟ୍ଵିଟ୍‌ରରେ ରହେ ନାହିଁ। ଏମିତିକ କିଛି ଘଟିଛି ବୋଲି ମୋତେ ଜଣାନାହିଁ।’ ଉଲ୍ଲେଖଯୋଗ୍ୟ, ସଲମାନଙ୍କ ଅଭୀନିତ ଚଳଚ୍ଚିତ୍ର ‘ଭାରତ’ ୨୦୧୯ ଜୁନ୍‌ ୫ ଇଦ୍‌ରେ ରିଲିଜ୍‌ ହେବ।ହ ନିଜ ଫଟୋକୁ ଐଶ୍ୱର୍ଯ୍ୟାଙ୍କ ମେମେ କରିବା ନେଇ ବିବେକଙ୍କ ଉପରେ ସଲମାନ ରାଗିଛନ୍ତି କି ନାହିଁ ତାହା ଜାଣିବାକୁ ପ୍ରଶଂସକ ଭିତରେ ଆଗ୍ରହ ନିଶ୍ଚୟ ବଢ଼ିଛି। ତେବେ, ଆପଣ ଜାଣିବାକୁ ଚାହିଁବେ ନିଶ୍ଚୟ ଯେ ଏକ୍‌ଜିଟ୍‌ ପୋଲ୍‌ ପରେ ଐଶ୍ୱର୍ଯ୍ୟାଙ୍କ ସହ ସଲମାନଙ୍କ ଫଟୋ ଥିବା ଦୃଷ୍ଟିରୁ ସଲମାନ କିପରି ପ୍ରତିକ୍ରିୟା ରଖିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More