Only for Entertainment

ଭାରତରେ ଏହି କାରଣ ପାଇଁ ପତିଙ୍କୁ ଧୋକା ଦେଉଛନ୍ତି ମହିଳା

aajtak
234

ଡେଟିଂ ଆପ ଗ୍ଲିଡେନ ଅନୁସାରେ କରାଇଥିବା ଏକ ସର୍ଭେରୁ ମିଳିଲାଯେ ଭାରତରେ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ତାଙ୍କ ପତିଙ୍କୁ ଧୋକା ଦେଉଛନ୍ତି । କାରଣ ହେଉଛି ସେମାନେ ଘର କାମରେ ସାହାଯ୍ୟ କରୁନାହାଁନ୍ତି ।

ଗ୍ଲିଡେନ ଯାହାକୁ ଭାରତରେ ୫ ଲକ୍ଷରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି , ମହିଳା କାହିଁକି ଏଭଳି କରୁଛନ୍ତି ଏହାକୁ ନେଇ ଏକ ରିସର୍ଚରେ ଖୁଲାସା ହୋଇଛିଯେ ବାଙ୍ଗାଲୁରୁ, ମୁମ୍ବାଇ ଏବଂ କୋଲକାତା ଭଳି ମହାନଗରୀରେ ଏଭଳି ମହିଳାଙ୍କ ସଂଖ୍ୟା ଅଧିକ, ଯେଉଁମାନେ ତାଙ୍କ ପତିଙ୍କୁ ଧୋକା ଦେଉଛନ୍ତି । ସର୍ଭେ ଅନୁସାରେ ୧୦ ଜଣରୁ ୪ ଜଣ ଭାବନ୍ତି ଅଜଣା ପୁରୁଷ ସହିତ ମଜାମସ୍ତୀ କରିବା ପରେ ପତି ସହିତ ସଂପର୍କ ଅଧିକ ମଜବୁତ ହୋଇଥାଏ ।

ଗ୍ଲିଡେନ ଆପ ୨୦୦୯ରେ ଫ୍ରାନ୍ସରେ ଲଂଚ ହୋଇଥିଲା । ୨୦୧୭ରେ ଏହା ଭାରତ ଆସିଲା ଏବଂ ଏବେ ଭାରତରେ ୩୦ ପ୍ରତିଶତ ୟୁଜର୍ସ ଅଛନ୍ତି । ଏଥିରେ ୩୪ ଏବଂ ୪୯ ବର୍ଷର ମହିଳା ସାମିଲ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More