Only for Entertainment

ଯଦି ଅନୁଷ୍କା ନୁହଁନ୍ତି, ତେବେ କିଏ ଏହି ଯୁବତୀ ଯାହାଙ୍କୁ ବିବାହ କରିବେ ବାହୁବଲୀ ଷ୍ଟାର ପ୍ରଭାସ?

CineJosh
205

ପ୍ରଭାସଙ୍କ ବିବାହ ଖବରକୁ ନେଇ ଯଦିଓ ସବୁବେଳେ ଚର୍ଚ୍ଚା ଜାରି ରହିଛି ତଥାପି ସତ୍ୟତା କେବେ ସାମ୍ନାକୁ ଆସିନାହିଁ । ବାରମ୍ବାର ପ୍ରଭାସଙ୍କ ନାମ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହିତ ଯୋଡ଼ା ଯିବା ପରେ ମଧ୍ୟ ଉଭୟ ଆକ୍ଟର ଏହି କଥାକୁ ଖଣ୍ଡନ କରି ବନ୍ଧୁତାର ପରିଚୟ ଦେଇଛନ୍ତି । ତେବେ ବର୍ତ୍ତମାନ ଆସିଛି ଏକ ତାଜା ଖବର । ଯେଉଁଥିରେ କାହାକୁ ବିବାହ କରିବେ ପ୍ରଭାସ ତାହା ଜଣାପଡ଼ିଛି ।

ଖବର ଅନୁସାରେ  ଆମେରିକାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଝିଅକୁ ପ୍ରଭାସ ବିବାହ କରିବେ ବୋଲି ଜଣାପଡ଼ିଛି । ଫିଲ୍ମ ସାହୋ ରିଲିଜ୍‌ ହେବା ପରେ ପରିବାର ଲୋକେ ପ୍ରଭାସଙ୍କ ବିବାହ କରାଇବା କଥା ଚିନ୍ତା କରିଛନ୍ତି । ତେବେ ଏହି ଖବରରେ କେତେ ସତ୍ୟତା ରହିଛି, ତାହା ଭବିଷ୍ୟତରେ ସ୍ପଷ୍ଟ ହୋଇ ଯିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More