Only for Entertainment

ଜାଣନ୍ତୁ ଆଜିର ରାଶିଫଳ

46

ମେଷ: କ୍ୟାରିୟରକୁ ନେଇ ଆପଣ ଟିକେ ଚିନ୍ତିତ ରହିବେ। କୌଣସି ନୂଆ କାମ କରିବା ପୂର୍ବରୁ ବରିଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ବିତିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୪।

ବୃଷ: ଆପଣଙ୍କ ଜୀବନ ଲାଗି ଭଲ ଦିନଟିଏ। କୌଣସି ବି କାମ କରନ୍ତୁ; ସମୟ ପୂର୍ବରୁ ପୂରା ହୋଇଯିବ। ଛାତ୍ରଙ୍କର ଗବେଷଣା କାମ ସ˚ପୂର୍ଣ୍ଣ ହୋଇପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯।

ମିଥୁନ: ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। ଚାକିରିଜୀବୀଙ୍କୁ କାମରେ ସଫଳତା ହାସଲ ହେବ। ବ୍ୟବସାୟରେ ଲାଭ ହେବ। କୌଣସି ସ˚ପର୍କୀୟଙ୍କ ସହିତ ଭେଟ ହେବ। ଶୁଭରଙ୍ଗ: ସବୁଜ। ଶୁଭସ˚ଖ୍ୟା: ୧।

କର୍କଟ: ଦିନଟି ଉତ୍ସାହଭରା ରହିବ। ଅଧିକତର କାମ ସମୟରେ ସମାପ୍ତ କରି ପାରିବେ। ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ପରିବାର ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

ସି˚ହ: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଚାକିରି ବୃତ୍ତିରୁ ଲାଭ ମିଳିବ। ପୁରୁଣା ମିତ୍ରଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯିବେ। ଛାତ୍ରଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୪।

କନ୍ୟା: ଆପଣଙ୍କ ଲାଗି ଭଲ ଦିନଟିଏ। କୌଣସି ନୂଆ କାମ ଲାଗି ଆପଣଙ୍କର ଆଗ୍ରହ ହୋଇପାରେ। ବ୍ୟବସାୟରେ ଅଟକିଥିବା ପଇସା ମିଳିବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨।

ତୁଳା: ଆପଣଙ୍କ ମନ ପ୍ରସନ୍ନ ରହିବ। ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ଆପଣଙ୍କ ଜୀବନରେ କୌଣସି ପ୍ରେମ ସମ୍ବନ୍ଧ ଆରମ୍ଭ ହୋଇପାରେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୧।

ବିଛା: ପୂଜାପାଠରେ ସମୟ ବିତିବ। ଧର୍ମ ଚର୍ଚ୍ଚାରେ ଅ˚ଶ ଗ୍ରହଣ କରିବେ। ଆପଣଙ୍କୁ ଲାଭର କୌଣସି ଅବସର ପ୍ରାପ୍ତ ହେବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୯।

ଧନୁ: ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସ˚କଟ ଦୂର ହେବ। କ୍ୟାରିୟରକୁ ଏକ ନୂଆ ଦିଶା ମିଳିବ। ବରିଷ୍ଠଙ୍କ ସହଯୋଗରେ ଆପଣଙ୍କ କାମ ପୂରା ହେବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୬।

ମକର: କ˚ପାନି ଚାକିରିଆଙ୍କ ଲାଗି ଦିନଟି ଉତ୍ତମ। ବିଦେଶ ଯିବାର ଯୋଗ ରହିଛି। ପଡ଼ୋଶୀଙ୍କ ସହିତ କୌଣସି ବିଷୟକୁ ନେଇ ସାକ୍ଷାତ୍‌ ଆଲୋଚନା ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

କୁମ୍ଭ: ଜୀବନ ସତ୍‌ସଙ୍ଗରେ ଭଲ‌େର କଟିବ। ଆପଣଙ୍କର ଆତ୍ମବିଶ୍ବାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ଭରପୂର ରହିବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୯।

ମୀନ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। କୌଣସି ସ˚ପର୍କୀୟଙ୍କ ସହିତ କଥା କଥାରେ କାମ ମିଳିପାରେ। ଅଚାନକ ଧନଲାଭ ହେବ। ଅବିବାହିତଙ୍କୁ ଜୀବନସାଥୀ ମିଳିପାରେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୭।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More