Only for Entertainment

ଜାଣନ୍ତୁ ଆଜିର ରାଶିଫଳ

18

ମେଷ: ଅଧିକ ଉତ୍ସାହିତ ରହିବେ। ନୂଆ କିଛି କରିବାର ଇଚ୍ଛା ମନରେ ଜାଗିଉଠିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ବୃଷ: ବ୍ୟବସାୟରେ ଆମଦାନି ବୃଦ୍ଧିର ସୁଯୋଗ ରହିଛି। ରାଜନୀତି ‌େକ୍ଷତ୍ରରେ ଥିବା ନେତାଙ୍କ ଲାଗି ଦିନଟି ଭଲ। ପିଲାଦିନର ସାଙ୍ଗ ସହିତ ଭେଟ ହେବ। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୯।

ମିଥୁନ: ଠାକୁର ଦର୍ଶନ ପାଇଁ ସପରିବାର ମନ୍ଦିର ଯିବେ। ମନରେ କିଛି ଆଶା ଜନ୍ମ ନେବ। ଜୀବନସାଥୀଙ୍କୁ ହୃଦୟର କଥା କହିବା ପାଇଁ ସମୟ ପାଇବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୭।

କର୍କଟ: ସଂପୂର୍ଣ୍ଣ ହେବାକୁ ଯାଉଥିବା କାର୍ଯ୍ୟରେ ବାଧା ଉପୁଜିପାରେ। ଅନ୍ୟକୁ ଉତ୍ତମ ବ୍ୟବହାର ଦେଖାନ୍ତୁ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୫।

ସି˚ହ: ଭାଗ୍ୟ ସହାୟକ ହେବ। ଭଲ ଖବର ମିଳିବାର ସମ୍ଭାବନା ରହିଛି। ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ରହିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।

କନ୍ୟା: ମନରେ ନୂଆ ନୂଆ ବିଚାର ଆସିବ। ଉଚ୍ଚ ଅଧିକାରୀଙ୍କ ସହିତ ସ˚ପର୍କ ସ୍ଥାପନ ହୋଇପାରେ। ପେଟଜନିତ ସମସ୍ୟାରୁ ଆରାମ ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪।

ତୁଳା: ଆତ୍ମବିଶ୍ବାସ ଦ୍ବାରା ଆଗକୁ ବଢ଼ିବା ସହଜ ହେବ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ। ପରିବାରରେ ଶୁଭକାର୍ଯ୍ୟ ପାଇଁ ରୂପରେଖ ପ୍ରସ୍ତୁତ ହେବ। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୨।

ବିଛା: ନିଜର କାର୍ଯ୍ୟ କୁଶଳତା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଅଧିକାରୀ ବର୍ଗଙ୍କଠାରୁ ଦୁର୍ବ୍ୟବହାର ମିଳିପାରେ। ବନ୍ଧୁଙ୍କ ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୯।

ଧନୁ: କୌଣସି ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ନିଜ ବୃତ୍ତିରେ ଉତ୍ତମ ସୁଯୋଗ ମିଳିବ। ଘରକୁ କୌଣସି ସ˚ପର୍କୀୟ ଶୁଭ ଖବର ନେଇ ଆସିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।

ମକର: ପରିବାରରେ ପ୍ରସନ୍ନତା ରହିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୬।

କୁମ୍ଭ: ସାରାଦିନ ସତେଜ ଅନୁଭବ କରିବେ। ପ୍ରଚେଷ୍ଟା ଦ୍ବାରା କାର୍ଯ୍ୟରେ ସଫଳତା ମିଳିବ। ବେପାରରେ ଲାଭ ପାଇବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୪।

ମୀନ: ଜୀବିକାରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ଆସିବ। ଅଫିସରେ ନିଜ କାମରେ ମନ ଦିଅନ୍ତୁ। ବ୍ୟାବସାୟିକ କାମରେ ଦୂରଯାତ୍ରା କରିପାରନ୍ତି। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୩। 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More