Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

43

ରବି ଓ ସୋମବାର: ଭ୍ରମଣ ଓ ମଉଜ ମଜଲିସ୍‌ରେ ମନ ଖୁସି ରହିବ। ମଙ୍ଗଳ ଓ ବୁଧବାର: କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ। ଗୁରୁ, ଶୁକ୍ର ଓ ଶନିବାର: ନୂଆ ଚାକିରି ମିଳିବାର ଯୋଗ ରହିଛି।

ରବି ଓ ସୋମବାର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ମଙ୍ଗଳ ଓ ବୁଧବାର: ସବୁ ସମସ୍ୟାର ସମାଧାନ ହୋଇଯିବ। ଗୁରୁ, ଶୁକ୍ର ଓ ଶନିବାର: ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ମଙ୍ଗଳ ଓ ବୁଧବାର: ନୂଆ ଅନୁବନ୍ଧ ମିଳିପାରେ। ଗୁରୁ, ଶୁକ୍ର ଓ ଶନିବାର: ପ୍ରଗତି ପଥରେ ଅଗ୍ରସର ହେବେ।

ରବି ଓ ସୋମବାର: ମନସ୍କାମନା ପୂରା ହେବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ।

ରବି ଓ ସୋମବାର: କୌଣସି ବଡ଼ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ନୂଆ କାମ ଶୁଭାରମ୍ଭ କରିବେ। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିରେ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି।

ରବି ଓ ସୋମବାର: ପରିବାରରେ ସମ୍ମାନ ମିଳିବ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଧାର ହେବ। ଗୁରୁ, ଶୁକ୍ର ଓ ଶନିବାର: ଆୟ ବ୍ୟୟର ସନ୍ତୁଳନ ବଜାୟ ରହିବ।

ରବି ଓ ସୋମବାର: ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: ନୂଆ ସ୍ରୋତରୁ ଧନଲାଭ ହୋଇପାରେ। ଗୁରୁ, ଶୁକ୍ର ଓ ଶନିବାର: କାମରେ ସଫଳତା ମିଳିବ ଏବଂ ଧନସଂପଦ ବୃଦ୍ଧି ହେବ।

ରବି ଓ ସୋମବାର: ଆୟର ନୂଆ ସାଧନ ମିଳିବ। ମଙ୍ଗଳ ଓ ବୁଧବାର: ଅଧିକାର ଆପଣଙ୍କ ଉପରେ ଦୟାଭାବ ରଖିବେ। ଗୁରୁ, ଶୁକ୍ର ଓ ଶନିବାର: ଛାତ୍ରଙ୍କ ପାଇଁ ସମୟ ବଢ଼ିଆ ରହିବ।

ରବି ଓ ସୋମବାର: ନୂଆ ପ୍ରସ୍ତାବ ଓ ପରିଯୋଜନା ପାଇବେ। ମଙ୍ଗଳ ଓ ବୁଧବାର: ନିଜ ପ୍ରୟାସରେ ପ୍ରଶଂସା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ।

ରବି ଓ ସୋମବାର: ନୂଆ କାମରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ଚାକିରି ବୃତ୍ତିରେ ସଫଳତା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିକ ନେତାଙ୍କ ଲାଗି ସମୟ ଭଲ ରହିବ।

ରବି ଓ ସୋମବାର: ଆୟ ଅନୁପାତରେ ଖର୍ଚ୍ଚ ଅଧିକ ହେବ। ମଙ୍ଗଳ ଓ ବୁଧବାର: ପ୍ରଭୁଙ୍କ ପ୍ରତି ଅସ୍ଥା ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: କୌଣସି ନୂଆ କାମ ଆରମ୍ଭ କରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More