Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ ।

137

ମେଷ:ରବି ଓ ସୋମବାର: ଆପଣଙ୍କ ମନରେ ନୂଆ ନୂଆ ବିଚାର ଜନ୍ମ ନେବ। ମଙ୍ଗଳ ଓ ବୁଧବାର: ଅଫିସ୍‌ରେ ବରିଷ୍ଠଙ୍କ ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ଶତ୍ରୁଙ୍କୁ ଜୟ କରିବେ।

ବୃଷ:ରବି ଓ ସୋମବାର: ପଇସା ଚିନ୍ତା ଦୂର ହେବ। ମଙ୍ଗଳ ଓ ବୁଧବାର: ବୈବାହିକ ଜୀବନ ବଢ଼ିଆ ରହିବ। ଗୁରୁ ଓ ଶୁକ୍ରବାର: ବେପାରରେ ଉନ୍ନତି ହେବ। ଶନିବାର: ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ।

ମିଥୁନ:ରବି ଓ ସୋମବାର: ପରିବାରର ଆପଣଙ୍କ ସ୍ୱଭାବର ପ୍ରଶଂସା ହେବ। ମଙ୍ଗଳ ଓ ବୁଧବାର: ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କ ଲାଗି ସମୟ ଅନୁକୂଳ। ଶନିବାର: ଖୁବ୍‌ ପରିଶ୍ରମ ସହିତ ଆଗକୁ ବଢ଼ିବେ।

କର୍କଟ:ରବି ଓ ସୋମବାର: ଖର୍ଚ୍ଚ ବଢ଼ିପାରେ। ମଙ୍ଗଳ ଓ ବୁଧବାର: କାରବାରରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: କାମ କରିବା ପଦ୍ଧତିରେ ପରିବର୍ତ୍ତନ ଆସିପାରେ। ଶନିବାର: ଛାତ୍ରଙ୍କୁ ଅତିଶୀଘ୍ର ସଫଳତା ମିଳିବ।

ସି˚ହ:ରବି ଓ ସୋମବାର: ରାଜନୀତିରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ଆମଦାନୀରେ ବୃଦ୍ଧି ହେବାର ସମ୍ଭାବନା। ଗୁରୁ ଓ ଶୁକ୍ରବାର: ପରିବାରରେ ସୁଖଶାନ୍ତି ବଢ଼ିବ। ଶନିବାର: ସୁସମ୍ବାଦ ପାଇବେ।

କନ୍ୟା:ରବି ଓ ସୋମବାର: ଚାକିରିରେ ପ୍ରମୋସନ୍‌ ମିଳିପାରେ। ମଙ୍ଗଳ ଓ ବୁଧବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନ ବଢ଼ିଆ ରହିବ। ଶନିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ତୁଳା:ରବି ଓ ସୋମବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟ ସଂକ୍ରାନ୍ତରେ ଯାତ୍ରା କରିବାକୁ ପଡ଼ିପାରେ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

ବିଛା:ରବି ଓ ସୋମବାର: କ୍ୟାରିୟର ପାଇଁ ପ୍ଲାନିଙ୍ଗ୍‌ କରିବେ। ମଙ୍ଗଳ ଓ ବୁଧବାର: ମନ ଅଶାନ୍ତି ମୁକ୍ତ ରହିବ। ଗୁରୁ ଓ ଶୁକ୍ରବାର: କିଛି କାମ ସମୟରେ ପୂରା ହେବ। ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।

ଧନୁ:ରବି ଓ ସୋମବାର: ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଶନିବାର: ଆୟ ବଢ଼ିବ।

ମକର:ରବି ଓ ସୋମବାର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମଙ୍ଗଳ ଓ ବୁଧବାର: ବୈବାହିକ ଜୀବନରେ ଖୁସି ବଢ଼ିବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିବାର: କାର୍ଯ୍ୟରେ ସଫଳତା ହାସଲ ହେବ।

କୁମ୍ଭ:ରବି ଓ ସୋମବାର: ଆର୍ଥିକ ଲାଭ ପ୍ରାପ୍ତି ହେବ। ମଙ୍ଗଳ ଓ ବୁଧବାର: ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ସାଥୀ ଆପଣଙ୍କୁ କିଛି ଖର୍ଚ୍ଚ କରାଇବେ। ଶନିବାର: ମନ ଉଦାସ ରହିବ।

ମୀନ:ରବି ଓ ସୋମବାର: ଲାଭର କୌଣସି ଅବସର ପାଇବେ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ। ଶନିବାର: ବଡ଼ ଗାୟକଙ୍କ ସହଯୋଗ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More