Only for Entertainment

ଜାଣନ୍ତୁ ଏ ସପ୍ତାହର ରାଶିଫଳ

35

ରବିବାର: ପରିଶ୍ରମର ଫଳ ପାଇବେ। ସୋମ ଓ ମଙ୍ଗଳବାର: ଖାସ୍‌ ବ୍ୟକ୍ତିଙ୍କଠାରୁ ପ୍ରେରଣା ମିଳିପାରେ। ବୁଧ ଓ ଗୁରୁବାର: ବଡ଼ ନିର୍ଣ୍ଣୟ ନେଇପାରନ୍ତି। ଶୁକ୍ର ଓ ଶନିବାର: ଧର୍ମସ୍ଥାନକୁ ଯାତ୍ରାରେ ଯିବେ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଆଗକୁ ବଢ଼ିବାର ସୁଯୋଗ ମିଳିବ। ବୁଧ ଓ ଗୁରୁବାର: ସମାଜରେ ମାନ ପ୍ରତିଷ୍ଠା ବଜାୟ ରହିବ। ଶୁକ୍ର ଓ ଶନିବାର: ବ୍ୟବହାରରେ ସଂଯମ ରଖନ୍ତୁ।

ରବିବାର: ଅଧୁରା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ଜୀବନରେ କିଛି ପରିବର୍ତ୍ତନ ହୋଇପାରେ। ବୁଧ ଓ ଗୁରୁବାର: ଧନଲାଭ ହେବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।

ରବିବାର: ନୂଆ କାମ ଶିଖିବାକୁ ମିଳିବ। ସୋମ ଓ ମଙ୍ଗଳବାର: କାମର ବୋଝ ଅଧିକ ହୋଇପାରେ। ବୁଧ ଓ ଗୁରୁବାର: ବେପାରରେ ଲାଭ ହେବ। ଶୁକ୍ର ଓ ଶନିବାର: ପ୍ରିୟତମଙ୍କ ସହିତ ସମ୍ବନ୍ଧରେ ସୁଧାର ହେବ।

ରବିବାର: ସଞ୍ଚୟ ଅର୍ଥ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର: ଭାଇ ଭଉଣୀଙ୍କ ସହଯୋଗ ପାଇବେ। ବୁଧ ଓ ଗୁରୁବାର: କାରବାର ବୃଦ୍ଧି ହେବ। ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ।

ରବିବାର: ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ବୁଧ ଓ ଗୁରୁବାର: ଉନ୍ନତି ପାଇଁ ସୁଯୋଗ ଆସିବ। ଶୁକ୍ର ଓ ଶନିବାର: ବନ୍ଧୁଙ୍କୁ ସାହାଯ୍ୟ କରିବେ।

ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଧର୍ମକର୍ମରେ ସମୟ ବିତିବ। ବୁଧ ଓ ଗୁରୁବାର: ସରକାରୀ କାମରେ ସାହାଯ୍ୟ ମିଳିପାରେ। ଶୁକ୍ର ଓ ଶନିବାର: ଆମଦାନୀରେ ବୃଦ୍ଧି ହେବ।

ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ଘରୋଇ ସମସ୍ୟାର ସମାଧାନ ବାହାରିଯିବ। ବୁଧ ଓ ଗୁରୁବାର: ସଫଳତାକୁ ନେଇ ଆଶ୍ୱସ୍ତ ରହିବେ। ଶୁକ୍ର ଓ ଶନିବାର: ଆର୍ଥିକ ଲାଭ ହେବ।

ରବିବାର: ସ୍ଥଗିତ ଥିବା କାମ ପୂରା ହେବ। ସୋମ ଓ ମଙ୍ଗଳବାର: ନୂଆ ସମ୍ବନ୍ଧରୁ ଲାଭ ମିଳିପାରେ। ବୁଧ ଓ ଗୁରୁବାର: ପେସାରେ ଉତ୍‌ଥାନ ପତନ ଆସିପାରେ। ଶୁକ୍ର ଓ ଶନିବାର: ଅର୍ଥ ମାମଲାରେ ଲାଭ ପାଇବେ।

ରବିବାର: ଖୁସି ଖବର ପାଇବେ। ସୋମ ଓ ମଙ୍ଗଳବାର: କାମ ପ୍ରତି ସକ୍ରିୟ ରହିବେ। ବୁଧ ଓ ଗୁରୁବାର: ଚାକିରିଜୀବୀଙ୍କୁ ଲାଭ ମିଳିବ। ଶୁକ୍ର ଓ ଶନିବାର: ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

ରବିବାର: ମନ ଉଦାସ ରହିବ। ସୋମ ଓ ମଙ୍ଗଳବାର: ନୂଆ ଦାୟିତ୍ଵ ମିଳିପାରେ। ବୁଧ ଓ ଗୁରୁବାର: ପରିବାରରେ ସୁଖ ସୌଭାଗ୍ୟ ବଢ଼ିବ। ଶୁକ୍ର ଓ ଶନିବାର: ପରିଶ୍ରମରେ ଜରୁର ସଫଳ ହେବେ।

ରବିବାର: ପ୍ରେମ ସମ୍ବନ୍ଧ ମଜଭୁତ ହେବ। ସୋମ ଓ ମଙ୍ଗଳବାର: ସମାଜରେ ଭଲ ଜଣାଶୁଣା ହେବ। ବୁଧ ଓ ଗୁରୁବାର: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଶୁକ୍ର ଓ ଶନିବାର: ପଦୋନ୍ନତି ମିଳିପାରେ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More