Only for Entertainment

ପ୍ରିୟଙ୍କାଙ୍କ ସିନ୍ଦୁର ଚୁଡ଼ି ପିନ୍ଧିବାକୁ ପ୍ରଶ୍ନ ଉଠାଇବାରୁ କଡ଼ା ଜୱାବ ଦେଲେ ମା ମଧୁ ଚୋପ୍ରା ।

Hindustan Times
50

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନଓ ୧ ଓ ୨ ତାରିଖରେ ଜୋଦ୍ଧପୁରର ଉମେଦ ଭବନରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ପ୍ରିୟଙ୍କା ସୁନ୍ଦୁର,ମଙ୍ଗଳସୂତ୍ର ଏବଂ ଚୁଡ଼ି ପିନ୍ଧୁଥିବାର ନଜର ଆସୁଛନ୍ତି ।

କିଛି ସୋସିଆଲ ମିଡିଆ ୟୁଜରଙ୍କୁ ପ୍ରିୟଙ୍କାଙ୍କ ଏହି ଷ୍ଟାଇଲ ହଜମ ହେଉନାହିଁ ।ପ୍ରିୟଙ୍କାଙ୍କ ଏସବୁ ପିନ୍ଧିବାର ନିଷ୍ପତ୍ତିକୁ ନେଇ ପ୍ରଶ୍ନ କରାଯାଉଛି । ଫେମିନିଜମ ଉପରେ ନିଆ ଯାଇଥିବା ଷ୍ଟାଣ୍ଡକୁ କମେଂଟ କରାଯାଉଛି । ଏହି ସମସ୍ତ ଆଲୋଚନାର କଡ଼ା ଜୱାବ ଦେଇଛନ୍ତି ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା ।ମଧୁ ଲେଖିଛନ୍ତି ସିନ୍ଦୁର ଏବେ ବନ୍ଧନର ପର୍ଯ୍ୟାୟ ନୁହେଁ ।ଦେଖନ୍ତୁ ପ୍ରିୟଙ୍କା ଏବେ ପ୍ରତିଦିନ ଏହାକୁ ପ୍ରମାଣ କରିଛନ୍ତି ।

ବିବାହ ପରେ ନିକ୍ୟଙ୍କା ଦିଲ୍ଲୀରେ ପାର୍ଟି ଦେଲେ ।ସେଠାରେ ପିଏମ ମୋଦି ମଧ୍ୟ ସାମିଲ ହୋଇଥିଲେ । ମୁମ୍ବାଇ ମିରର ରିପୋର୍ଟ ଅନୁସାରେ ଏହି ସେଲିବ୍ରେଟୀ ୨୦ ତାରିଖକୁ ମୁମ୍ବାଇରେ ସେଲିବ୍ରେଟୀ ମାନଙ୍କୁ ପାର୍ଟି ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More