Only for Entertainment

ଜାଣନ୍ତୁ କେଉଁ ଦିନରେ ତୁଳସୀ ଗଛ ଲଗାଇବା ହୋଇଥାଏ ଶୁଭ

myvaastu
0 105

ହିନ୍ଦୁ ଧର୍ମରେ ତୁଳସୀକୁ ଏକ ପବିତ୍ର ବୃକ୍ଷ ବୋଲି କୁହାଯାଏ। ପ୍ରାୟତଃ ସମସ୍ତଙ୍କ ଘର ଅଗଣାରେ ତୁଳସୀ ଗଛ ଲାଗିଥାଏ। ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ। ତେଣୁ ଆମେ ପ୍ରତିଦିନ ଠାକୁର ପୂଜା କରିବା ସମୟରେ ତୁଳସୀ ପତ୍ର ଓ ଜଟ ଭଗବାନ ନିକଟରେ ଅର୍ପଣ କରିଥାଉ। ଶାସ୍ତ୍ରରେ ତୁଳସୀକୁ ନେଇ ଅନେକ ମାନ୍ୟତା ରହିଛି। କୁହାଯାଏ ରବିବାର ଦିନ ତୁଳସୀ ପତ୍ର ତୋଳାଯାଏ ନୁହେଁ। ରବିବାର ଦିନ ତୁଳସୀ ପତ୍ର ଛିଣ୍ଡାଇବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ ।

tulsi

ରବିବାର ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ଦିନ ହୋଇଥିବାରୁ ଏହି ଦିନ ତୁଳସୀପତ୍ରକୁ ତୋଳା ଯାଇନଥାଏ।

ସାଧାରଣରେ ବିଶ୍ୱାସ ରହିଛି ଗୁରୁବାର ଦିନ ତୁଳସୀ ଗଛ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ। ଏମିତିକି କାର୍ତ୍ତିକ ମାସରେ ତୁଳସୀ ଗଛ ଲଗାଇବା ସବୁଠାରୁ ଭଲ ବୋଲି କୁହାଯାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More