Only for Entertainment

ନୂଆ ଶୋ’ ସହିତ ଛୋଟ ପରଦାକୁ ଫେରୁଛନ୍ତି ଭାରତୀ ଏବଂ କୃଷ୍ଣା, କଲେ ରିଲିଜ ଡେଟର ଘୋଷଣା ।

TellyChakkar
0 34

କମେଡିଆନ କପିଲ ଶର୍ମାଙ୍କ ଶୋ’ ଫ୍ୟାମିଲି ଟାଇମ ୱିଥ କପିଲ ବନ୍ଦ ହେବାପରେ ସୋନି ଟିଭିରେ କମେଡି ସର୍କସ ପ୍ରସାରଣ କରାଯିବାର ଲଖବର ଶୁଣିବାକୁ ମିଳିଛି । ତେବେ ଇତି ମଧ୍ୟରେ ଆଉ ଏକ ଖବର ଶୁଣିବାକୁ ମିଳିଛି । ଖବର ଅନୁସାରେ କୃଷ୍ଣାଲ ଅଭିଶେକ ଏବଂ ଭାରତୀ ସିଂ ଏକା ସହିତ ଛୋଟ ପରଦାକୁ ଫେରୁଛନ୍ତି । କିନ୍ତୁ ଦୁହେଁ ଏହି ଖବରରେ ସହମତି ଜଣାଇଥିବା ବେଳେ ଭାରତୀ କହିଛନ୍ତି ଫରଦାକୁ ଫେରିବା ପାଇଁ କିଛି ସମୟ ଲାଗିବ । କାରଣ ଏବେ କୃଷ୍ଣା ତାଙ୍କର ନକିଛି ଫିଲ୍ମ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ।

krushna-abhishek-bharti-singh

କୃଷ୍ଣା ନିକଟରେ ଘୋଷଣା କରିଥିଲେ ଯେ ସେ ୧୫ ଅଗଷ୍ଟରେ ଏକ ନୂଆ ଶୋ’ ସହିତ ଟିଭିକୁ ଫେରୁଛନ୍ତି । କିନ୍ତୁ ଏହା କେଉଁ ଚ୍ୟାନେଲରେ ପ୍ରସାରଣ ହେବ ତାହା ବିଷୟରେ କିଛି ସୂଚନା ଦେଇନାହାଁନ୍ତି ।

କୃଷ୍ଣା ଏହା ମଧ୍ୟ କହିଛନ୍ତି ଯେ ସ୍ୱାଧିନତା ଦିବସରେ ଆମେ ଆପଣଙ୍କ ପରଦାରେ ଆସିବୁ । ଏହି ସେ ଖୁବ ବଡ ଏବଂ ଭଲ ହେବ । ଏହା ପୂର୍ବରୁ ସେ ସୋନି ଟିଭିରେ ଡ୍ରାମା କମ୍ପାନୀରେ ନଜର ଆସିଥିଲେ । ଶୋ’କୁ ଲୋକମାନଙ୍କର ମିଶ୍ର ପ୍ରତିକ୍ରିୟା ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More