Only for Entertainment

ଏହି ଆକ୍ଟରଙ୍କୁ ଡେଟ କରୁଛନ୍ତି ଗୋବିନ୍ଦାଙ୍କ ଭାଣେଜୀ

bollywood shadis
69

କୃଷ୍ଣା ଅଭିଷେକଙ୍କ ଭଉଣୀ ବା ଗୋବିନ୍ଦାଙ୍କ ଭାଣେଜୀ ଆରତୀ ସିଂ ବିଗବସ ୧୩ରେ ନିଜର ପ୍ରବେଶକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅନ୍ୟ ପକ୍ଷରେ ଟିଭିର ହ୍ୟାଣ୍ଡସମ ହଙ୍କ୍ ସିଦ୍ଧାର୍ଥ ଶୁକ୍ଳାଙ୍କ ନାମ ବିଗବସ ୧୩ ପାଇଁ କନଫର୍ମ ହୋଇ ଯାଇଛି ।

ଟିଭି ଇଣ୍ଡଷ୍ଟ୍ରିର ଏହି ଦୁଇଟି ବଡ଼ ଚେହେରାକୁ ବିଗବସରେ ଦେଖିବା ନିହାତି ଭାବରେ ଫ୍ୟାନ୍ସଙ୍କ ପାଇଁ ଏକ ଉପହାର ହେବ । ଏହି ମଧ୍ୟରେ ରିପୋର୍ଟରେ ଦାବି କରାଯାଉଛିଯେ ସିଦ୍ଧାର୍ଥ ଶୁକ୍ଳା ଏବଂ ଆରତୀ ସିଂ ପରସ୍ପରକୁ ଡେଟ କରୁଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ଠାରୁ ଅଧିକ ସଂପର୍କ ରହିଛି । ଦୁଇଜଣ ପରସ୍ପର ସହିତ କ୍ୱାଲିଟି ସମୟ ବିତାଉଛନ୍ତି । ଏହା କୁହାଯାଉଛିଯେ ସେମାନଙ୍କ ଘନିଷ୍ଠ ସଂପର୍କୀୟଙ୍କୁ ଏହି ବିଷୟରେ ଜଣାଅଛି, କିନ୍ତୁ ସିଦ୍ଧାର୍ଥ ଏବଂ ଆରତୀ ଏହାକୁ ସିକ୍ରେଟ ରଖିଛନ୍ତି । କିନ୍ତୁ ଆରତୀଙ୍କୁ ଯେତେବେଳେ ମଧ୍ୟ ଏହି ବିଷୟରେ ପ୍ରଶ୍ନ କରାଯାଇଛି ସେ ଏହାକୁ ଉଡ଼ା କବର ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More