Only for Entertainment

କୌଣସି ପୁରୁଷ ବା ମହିଳା ରାତିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ ।

samtob.com
47

ହିନ୍ଦୁ ଧର୍ମଶାସ୍ତ୍ରରେ ଖୁବ ସାରା ନୀତି ନିୟମ ରହିଛି । ଯାହାକୁ ଠିକ ଭାବରେ ପାଳନ ନ କଲେ ଖରାପ ସମୟ ପଡ଼େ ବୋଲି ବିଶ୍ୱାସ ରହିଛି । ଏଭଳି କିଛି ନିୟମ ରହିଛି ଯାହାକୁ ସ୍ତ୍ରୀ ଓ ପୁରୁଷ ଉଭୟ ପାଳନ କରିବା ଉଚିତ । ଏହି ନିୟମ ସବୁ ପାଳନ ନ କରିବା ଦ୍ୱାରା ଆର୍ଥିକ ଏବଂ ମାନସିକ ସମସ୍ୟା ଉଭୟ ସୃଷ୍ଟି ହୋଇଥାଏ ।

ରାତିରେ ବାହାରେ କପଡ଼ା ଶୁଖାଇବା ଦ୍ୱାରା ଖରାପ ଶକ୍ତିଙ୍କର ପ୍ରଭାବ ପଡ଼ିଥାଏ । କିନ୍ତୁ ଦିନରେ ଖରାରେ ଶୁଖାଇଲେ ସୌଭାଗ୍ୟ ମିଳିଥାଏ । ଏହା ଶରୀର ପାଇଁ ମଧ୍ୟ ଭଲ ।

ରାତିରେ ଶୋଇବା ସମୟରେ ଦ୍ୱାରବନ୍ଧ ପାଶ୍ୱର୍କୁ ଗୋଡ଼ ବା ମୁଣ୍ଡ କରି ଶୋଇବା ଅନୁଚିତ । ଏହାକୁ ମୃତ୍ୟୁର ସୂଚକ ବୋଲି କୁହାଯାଏ । ତେଣୁ ଏହିଭଳି କାର୍ଯ୍ୟ କରିବା ଅନୁଚିତ ।

ହିନ୍ଦୁ ଧର୍ମ ଅନୁସାରେ ବିଶେଷ ତିଥି ମାନଙ୍କରେ ସମ୍ଭୋଗ କରିବା ଅନୁଚିତ ।

ଅଶ୍ଲୀଳ ସାହିତ୍ୟ ପଢିବା ବା ଫିଲ୍ମ ଦେଖିବା ଦ୍ୱାରା ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ ।

ରାତିରେ ଶୀଘ୍ର ଶୋଇବା ଉଚିତ ଏବଂ ସକାଳ ସମୟରେ ଶୀଘ୍ର ଉଠିବା ଉଚିତ । ବିଳମ୍ବରେ ଶୋଇବା ଏବଂ ଉଠିବା ଦ୍ୱାରା ରୋଗ ବ୍ୟାଧି ମାଡ଼ିବସେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More