Only for Entertainment

ଶରୀରର ଏହି ୩ଟି ଅଙ୍ଗ ଖୋଲିଥାଏ ମହିଳାଙ୍କ ରାଜ୍ ।

youtube
0 122

କୁହାଯାଏ ନାରୀ ମାୟା କୋଇ ନେହିଁ ପାୟା । କାରଣ ନିଜେ ଭଗବାନ ମଧ୍ୟ ଏ ସବୁ ଜାଣି ପାରି ନାହାଁନ୍ତି । କିନ୍ତୁ ଆପଣ ଜାଣନ୍ତି କି ମହିଳାଙ୍କ ବିଷୟରେ ଜାଣିବା କିଛି କଷ୍ଟ କାମ ନୁହେଁ । କାରଣ ତାଙ୍କ ଶରୀରର ଏହି ୩ଟି ଅଙ୍ଗ ସମସ୍ତ ରାଜ ଖୋଲି ଦେଇଥାଏ । ଯଦି ଆପଣ ମଧ୍ୟ ଆପଣଙ୍କ ମହିଳା ବନ୍ଧୁଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ତାଙ୍କ ଶରୀରର ଏହି ୩ଟି ଭାଗରେ ନଜର ପକାନ୍ତୁ ।

ମହିଳାଙ୍କ ଶରୀରର ସବୁଠାରୁ ଆକର୍ଷକ ଅଙ୍ଗ ହେଉଛି ସେମାନଙ୍କ ଓଠ । କୌଣସି ମହିଳାଙ୍କ ଓଠ ଦେଖି ଆପଣ ତାଙ୍କ ସ୍ୱଭାବ ବିଷୟରେ ଜାଣିପାରିବେ । ଲାଲ,ପତଳା,ଚିକ୍କଣ ଏବଂ ଠିକ ଆକୃତିର ଓଠ ଥିବା ମହିଳା ଖୁବ ସେକ୍ସି ହୋଇଥାନ୍ତି ଏବଂ ସେମାନଙ୍କ ପତିଙ୍କର ଭଲପାଇବା ପାଇଥାନ୍ତି । ଏଭଳି ମହିଳାଙ୍କ ବୈବାହିକ ଜୀବନ ଖୁବ ଭଲ ରହିଥାଏ । ଯେଉଁ ମହିଳାଙ୍କ ତଳ ଓଠ ମୋଟା ଏବଂ କଳା ହୋଇଥାଏ ସେମାନେ ତାଙ୍କ ପତିଙ୍କୁ ହରାଇ ପାରନ୍ତି ।

ଯେଉଁ ମାନଙ୍କ ଗାଲରେ ଡିମ୍ପଲ ହେଉଥାଏ ସେମାନେ ଖୁବ ଖୁସି ମିଜାଜର ହୋଇଥାନ୍ତି ଏବଂ ବିଶ୍ୱସ୍ତ ମଧ୍ୟ । ଖୁବ ଦୟାଳୁ ମଧ୍ୟ ହୋଇଥାନ୍ତି । ଗୋଲ ଗାଲର ମହିଳାମାନେ ଖୁବ ଭାଗ୍ୟବତୀ ହୋଇଥାନ୍ତି ।

ଲମ୍ବା ଓଠ ମହିଳାମାନେ ଖୁବ ଶୀଘ୍ର ସଂସାର ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ସେମାନଙ୍କୁ ଚରିତ୍ରହୀନା ଭାବେ ଗଣନା କରାଯାଏ ।

ଧନୁ ଆକାରର ଓଠ ଥିବା ମହିଳାଙ୍କୁ ଚରିତ୍ରବତୀ ଭାବେ ଗ୍ରହଣ କରାଯାଏ ଏବଂ ମୋଟା ଓଠ ଥିବା ମହିଳାଙ୍କୁ ସେମାନଙ୍କର ବିପରୀତ ଭାବେ ଗ୍ରହଣ କରାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More