Only for Entertainment

‘ଲ୍ୟାଣ୍ଡ କରା ଦେ ଭାଇ’ ଫନି ପାରାଗ୍ଲାଇଡିଂ ଭିଡିଓ ଭାଇରାଲ, ଦେଖିଲେ ହସକୁ ରୋକି ପାରିବେ ନାହିଁ

you tube
129

ସୋସିଆଲ ମିଡିଆରେ ଏକ ପାରାଗ୍ଲାଇଡିଂ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ପାରାଗ୍ଲାଇଡିଂ କରୁଥିବା ସମୟରେ କିପରି ଡରୁଛନ୍ତି ତାହା ଦେଖିବାକୁ ମିଳିଛି । ପାରାଗ୍ଲାଇଡିଂ କରିବା ସମୟରେ ବ୍ୟକ୍ତି ଜଣଙ୍କ ଯେଉଁ ସବୁ କଥା କହିଛନ୍ତି ତାହା ଶୁଣିଲେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ ।

ଭିଡିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣଙ୍କ ଜୋର ଜୋରରେ ଚିଲାଉଛନ୍ତି ଏବଂ କହୁଛନ୍ତି ଭାଇ ମୋତେ ଲ୍ୟାଣ୍ଡ କରାଇଦିଅ । ଆପଣ ମଧ୍ୟ ଏହି ଭିଡିଓ ଦେଖିଲେ ନିଜ ହସକୁ ରୋକି ପାରିବେ ନାହିଁ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ସୋସିଆଲ ମିଡିଆ ୟୁଜର ବିଭିନ୍ନ ମିମ୍ସ ସେୟାର କରିବାରେ ଲାଗିଛନ୍ତି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More