Only for Entertainment

ଗାୟିକାଙ୍କ ଶରୀର ଅସୁସ୍ଥ ଗୁଜବରେ ପୂର୍ଣ୍ଣଛେଦ ଦେଲେ ଲତା ମଙ୍ଗେସକର ।

Times of India
27

ନିକଟରେ ଭାରତର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କୁ ନେଇ ଉଠିଛି ଅଜବ ଗୁଜବ । ଯେଉଁଥିରେ ତାଙ୍କ ଫ୍ୟାନ୍ସ ହୋଇଛନ୍ତି ମର୍ମାହତ । ସୋସିଆଲ ମିଡିଆରେ ଲତାଙ୍କୁ ନେଇ ଘୁରି ବୁଲୁଛି ମିଥ୍ୟା କଥା ।୮୯ ବର୍ଷୀୟା ଏହି ଗାୟିକା ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା।ଏପରିକି ପ୍ରକାଶ ପାଇଥିଲା ଯେ ଲତା ମଙ୍ଗେସ୍‌କର ମୁମ୍ବାଇର ଲିଲାବତୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ମାତ୍ର ଏହା ମିଛ ବୋଲି ପ୍ରକାଶ କରିଛନ୍ତି ନିଜେ ଲତା ମଙ୍ଗେସ୍‌କର୍‌।

 

ସେ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି କି ‘ମୋ ସ୍ୱାସ୍ଥାବସ୍ଥାକୁ ନେଇ କିଛି ଗୁଜବ ଉଠିଛି। ମାତ୍ର ଆପଣ ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ମୁଁ ପୂରା ସୁସ୍ଥ ଅଛି ଏବଂ ନିଜ ଘରେ ଅଛି।’

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More