Only for Entertainment

ରିଲିଜ ହେଲା ‘ ଦିଲ ମେରା ବ୍ଲାଷ୍ଟ, ଦେଖିବାକୁ ମିଳିଲା ଦର୍ଶନଙ୍କ ଜବରଦସ୍ତ ଡାନ୍ସ’ !

26

ସବୁବେଳେ ଶ୍ଲୋ ରୋମାଂଟିକ ସଙ୍ଗ ଗାଉଥିବା ଦର୍ଶନ ରାୱଲଙ୍କର ପ୍ରଥମ ଥର ଦେଖିବାକୁ ମିଳିଛି ଡାନ୍ସିଂ ବାଲା ଅନ୍ଦାଜ । ଡାନ୍ସ କରୁଥିବାର ନଜର ଆସିଛନ୍ତି ଏହି ସିଙ୍ଗର । ନିଜର ସ୍ୱର ଯାଦୁରେ ସମସ୍ତଙ୍କୁ ମତୁଆଲା କରୁଥିବା ଦର୍ଶନ, ଡାନ୍ସରେ ଦେଖାଇଛନ୍ତି କମାଲ ।

ଅସଲରେ ଦର୍ଶନଙ୍କ ନୂଆ ଗୀତ ‘ଦିଲ ମେରା ବ୍ଲାଷ୍ଟ’ ରିଲିଜ ହୋଇଛି । ଏହି ଗୀତରେ ଶୁଣିବାକୁ ମିଳିଛି ଦର୍ଶନଙ୍କ ଜବରଦସ୍ତ ଗାୟିକୀ ଏବଂ ଏହାସହ ପ୍ରଥମ ଥର ଦେଖିବାକୁ ମିଳିଛି ଜବରଦସ୍ତ ଡାନ୍ସ । ଏହି ଗୀତରେ ପ୍ରଯୋଜନା ଭାର ତୁଲାଇଛନ୍ତି ଲିଜୋ ଜର୍ଜ ଏବଂ ଏହି ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଦିଲ ଶେଖ । ଏହି ଗୀତରେ ଲିରିକ୍ସ ଲେଖିଛନ୍ତି ଦାନିଶ୍ ଶବ୍ରି । ଦେଖନ୍ତୁ ଏହି ମଜାଦାର ଗୀତ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More