Only for Entertainment

ସୋସିଆଲ ମିଡିଆରେ ଭାରତୀୟ ସୈନିକଙ୍କୁ ବୋକା କହି ଟ୍ରୋଲ ହେଲେ ସ୍ୱରା ଭାସ୍କର ।

youtube
0 40

ବଲିଉଡ ଆକ୍ଟର ପ୍ରାୟତଃ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସ୍ୱରା ଭାସ୍କର ଭାରତୀୟ ସେନାଙ୍କୁ ଆକ୍ଷେପ କରି କହିଛନ୍ତି । ତେବେ ସ୍ୱରା ସବୁବେଳେ ନିଜର ମନ୍ତବ୍ୟକୁ ସୋସିଆଲ ମିଡିଆରେ ସେୟାର କରନ୍ତି ଯେଉଁଥିରେ ସାମିଲ ଥାଏ ତାଙ୍କ କଡ଼ା ଜୱାବ । କିନ୍ତୁ ଏହିଥର ସେ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ବଢିଛି ।

 

ସ୍ୱରା ଭାରତୀୟ ସୈନିକଙ୍କୁ ବୋକା କହିଛନ୍ତି । ସ୍ୱରା କେତେକ କଥାକୁ ନେଇ କିଛି ମତ ରଖିଲେ ଏବଂ ତାହା ଦ୍ୱାରା ସେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

ସୋସିଆଲ ମିଡିଆରେ କିଛି ୟୁଜର ସ୍ୱରାଙ୍କ ଏହି ମନ୍ତବ୍ୟକୁ ଖୁବ ନିନ୍ଦା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More