Only for Entertainment

ପୁଷ୍ପକ ବିମାନରେ ପ୍ରବେଶ କଲେ ବର କନ୍ୟା,ଭିଡ଼ିଓ ଭାଇରାଲ ।

bollywood tadka
0 54

ସେହି ଦିନ ଆଜି ନାହିଁ ଯେତେବେଳେ ବର କନ୍ୟା ଘୋଡ଼ା ଉପରେ ସବାରୀ କରି ଆସୁଥିଲେ । ଏବେ ସମୟ ବଦଳି ଯାଇଛି । ଚାରି ଚକିଆ ଯାନ ମାନେ କାରରେ ତ ବରକନ୍ୟାଙ୍କୁ ବସିଥିବାର ଆପଣ ଦେଖିଥିବେ କିନ୍ତୁ ଏହିଥର ଏଭଳି କିଛି ଘଟିଛି ଯାହା ସବୁଠାରୁ ନିଆରା । ନିକଟରେ ଦୁଇଜଣ ବର କନ୍ୟାଙ୍କୁ ଆକାଶରେ ଉଡ଼ୁଥିବାର ନଜର ଆସିଛନ୍ତି । ମିଡିଆରେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି । ବରକନ୍ୟା ଏକ ବଲ ମଧ୍ୟରେ ପ୍ରବେଶ କରୁଛନ୍ତି ଏବଂ ତାହାର ଦୁଇଟି ପର ରହିଛି ।

ନିଶ୍ଚିତ ଭାବରେ ଏହାକୁ ଏକ ପ୍ରକାରର ପୁଷ୍ପକ ବିମାନ ବୋଲି କୁହାଯାଏ । ତେବେ ଜଣେ ୟୁଜର ଏହାକୁ ଟ୍ୱିଟରରେ ସେୟାର କରିଥିଲେ । ଏହାର ବ୍ୟାକଗ୍ରାଉଣ୍ଡରେ ବାହାରୋ ଫୁଲ ବରସାଓଁ ଗୀତ ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More