Only for Entertainment

‘ତେରୀ ଆଁଖୋ କା ୟୋ କାଜୋଲ’ଗୀତରେ ଧୁମ ମଚାଇଲେ ଏହି ଦୁଇ ଝିଅ । ଭିଡିଓ ଦେଖି ସପ୍ନା ଚୌଧରୀ ମଧ୍ୟ ପ୍ରଶଂସା କରିବେ ।

zeenews
0 59

ସୋସିଆଲ ମିଡିଆ ଏଭଳି ଏକ ମାଧ୍ୟମ ଯାହା ଦ୍ୱାରା ସମସ୍ତେ ଅତି ସହଜରେ ଅନ୍ୟ ସହିତ ଯୋଡ଼ି ହୋଇ ପାରୁଛନ୍ତି । ଏହା ସାହାଯ୍ୟରେ ଦେଶର ଯୁବ ଗୋଷ୍ଠୀ ନିଜର ପ୍ରତିଭାକୁ ସମସ୍ତଙ୍କ ସାମ୍ନାକୁ ଆଣି ପାରୁଛନ୍ତି । ତେବେ ସୋସିଆଲ ମିଡିଆ ଏକ ବରଦାନ କହିଲେ ଭୁଲ ହେବ ନାହିଁ ।

ସପ୍ନାଙ୍କ ଏହି ଗୀତ ଏବେ ଖୁବ ଫେମସ ହେବାରେ ଲାଗିଛି । ପୂର୍ବରୁ ତ ସପ୍ନା ଖୁବ ଜଣାଶୁଣା ଥିଲେ କିନ୍ତୁ ବିଗବସ ପରେ ସେ ଅଧିକ ଜଣାଶୁଣା ହୋଇ ଯାଇଛନ୍ତି । ତାଙ୍କର ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ଖୁବ ବଢିଯାଇଛି । ଝିଅମାନେ ତାଙ୍କ ପପୁଲାର ଏହି ଗୀତର ଡ୍ୟାନ୍ସ ଷ୍ଟେପକୁ ଅନୁସରଣ କରି ଖୁବ ଭିଡିଓ ତିଆରି କରୁଛନ୍ତି ।

ଏହି ଭିଡିଓ ଏହି ମାସର ୬ ତାରଖରେ ଅପଲୋଡ ହୋଇଛି । ଝିଅମାନେ ସପ୍ନାଙ୍କ ଗୀତରେ ଧୁମ ନାଚିଥିବାର ନଜର ଆସିଛି । ସୋସିଆଲ ମିଡିଆରେ ଏହାକୁ ଖୁବ ପସନ୍ଦ ମଧ୍ୟ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More