Only for Entertainment

ପୁଣିଥରେ ଫଟୋ ଶେୟାର କରି ଚମକାଇ ଦେଲେ ରଣବୀର ଓ ଦୀପିକା ।

instagram
51

-ଦୀପବୀରଙ୍କ ବାହାଘରରେ କ୍ୟାମେରାକୁ ଥିଲା ନୋଏଟ୍ରି ।ଏହି ସେଲିବ୍ରେଟି ମ୍ୟାରେଜଠୁ ବେଶ ଦୂରରେ ମିଡିଆକୁ ରଖାଯାଇଥିଲା ।ଏପରି୍ି ବାହାଘରର ଅତିଥିଙ୍କ ମଧ୍ୟ ଫୋନ୍ୟବ୍ୟବହାର ପାଇଁ ମନା କରାଯାଇଥିଲା ।ତେଣୁ ଦୀପବୀରଙ୍କ ବାହାଘର ଝଲକ ଦେଖିବା ପାଇଁ ଫ୍ୟାନଙ୍କଠୁ ନେଇ ମିଡିଆ । ବେଶ ଉତ୍ସାହିତ ଥିବାବେଳେ ଧିରେ ଧିରେ ଏବେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ନୂଆ ଫଟୋ ।ଦୀପିକା ଓ ରଣବୀର ନିଜ ନିଜର ଇନଷ୍ଟାଗ୍ରାମ ଆକାଉଂଟରେ ୪ଟି ନୂଆ ପୋଷ୍ଟ ସେୟାର କରିବା ସହ ପସନ୍ଦର କ୍ୟାପସନ ଲେଖିଛନ୍ତି ।

ଇଏ ହେଉଛି ଦୀପିକାଙ୍କ ମେହେନ୍ଦେୀ ସମୟର ଫଟୋ । ଟ୍ରାଡିସନାଲ ଗେଟଅପ ଓମନଛୁଆଁ ହସରେ ଦୀପିକାଙ୍କ ଏହି ଫଟୋ ବେଶ ଆର୍କଷଣୀୟ ହୋଇଛି । ହେଭି ଜୁଏଲରୀ ସହ ଡ୍ରାକ ରେଡ ଓ ପିଙ୍କ ଶାଢୀରେ ଦିପିକା ଲୁକର ଜବାବ ନାହିଁ ।ମେହେନ୍ଦୀ ରସମରେ ଦୀପୀକା ରଣବୀର ନିଜ ସର୍ମ୍ପକୀୟଙ୍କ ସହ ନଜର ଆସିଛନ୍ତି । ଗୋଟେପଟେ ଦୀପୀକାଙ୍କ ମା ଓ ଭଉଣୀ ଏବଂ ଅନ୍ୟପେଟେ ଦିପିକା ମା ଓ ଭଉଣୀ ନଜର ଆସିଛନ୍ତ

 

ଫଟୋରେ ରଣବୀରଙ୍କ କେଜ୍ରି ଡ୍ୟାନ୍ସର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଝୁମିଝୁମି ନାଚୁଥିବା ସମୟର ରଣବୀରଙ୍କ ଏହି ଫଟୋକୁ ଇନଷ୍ଟାଗ୍ରାମ ଫଲୋର ସବୁଠୁ ଅଧିକ ପସନ୍ଦ କରିଛନ୍ତି ।

ଡିଜାଇନ ଆଉଟଫିଟରେ ନଜର ଆସିଛନ୍ତି ରଣବୀର ।ଦୀପିକାଙ୍କୁ ଜୀବନସାଥି ଭାବେ ପାଇବା ପରେ ରଣବୀରଙ୍କ ଖୁସିର ଅନ୍ଦାଜା ଆପଣମାନେ ଏହି ଫଟୋରୁ ଲଗାଇପାରୁଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More