Only for Entertainment

୨୦୦ରିଟେକ ନେବା ପରେ ମଧ୍ୟ ଭାରତୀଙ୍କ ଦ୍ୱାରା ସମ୍ଭବ ହୋଇପାରିଲା ନାହିଁ ଆକ୍ଟିଂ !

53

ଯେଉଁଭଳି ହସର ବାଦଶାହ କପିଲ ଶର୍ମା ନିଜ କମେଡିକୁ ପ୍ରସିଦ୍ଧ, ସେହିଭଳି ଭାରତୀ ମଧ୍ୟ ଲାଫ୍ଟର କ୍ୱିନ ନାଁରେ ପ୍ରସିଦ୍ଧ । ଭାରତୀ ସିଂ ଯେତେ ମଜାକିଆ ଅନସ୍କ୍ରିନ ନଜର ଆସନ୍ତି ସେତେ ସେ ଅଫସ୍କ୍ରିନରେ ମଧ୍ୟ ନଜର ଆସନ୍ତି । ଆଜିକାଲି ଭାରତୀ ସିଂଙ୍କ ଏକ ଭିଡିଓ ଇନଷ୍ଟାଗ୍ରାମରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାରତୀ ଜଣେ ବ୍ୟକ୍ତିଙ୍କ ସହ ଭିଠିଓ ବନାଉଥିବାର ନଜର ଆସିଛନ୍ତି । ଭାରତୀଙ୍କୁ ଜଣେ ବ୍ୟକ୍ତି କିଛି ବୁଝାଉଥିବାର ନଜର ଆସିଛନ୍ତି କିନ୍ତୁ ଭାରତୀ ତାଙ୍କୁ କହୁଛନ୍ତି ଚଲ ଅପନେ ବାପ୍ କୋ ମତ ଶିଖା ଏବଂ ଏହାପରେ ଏକ ପଂଜାବୀ ଗୀତରେ ଚଷମା ପିନ୍ଧି ସେଠାରେ ଖୁବ ଟଶନ ଷ୍ଟାଇଲରେ ପଳାଇଯାଉଛନ୍ତି । ଭାରତୀଙ୍କ ଏହି କ୍ୟୁଟ ଅନ୍ଦାଜ ୟୁଜର୍ସଙ୍କୁ ଖୁବ ପସନ୍ଦ ଆସିବାରେ ଲାଗିଛି ।

 

View this post on Instagram

 

200 retake ke baad bhi kitni buri acting ki @kaushal_j ne 😂😂😂😂💔💔💔💔☹️☹️☹️ @indiatiktok

A post shared by Bharti Singh (@bharti.laughterqueen) on

ଭାରତୀ ସିଂ ଏହି ଭିଡିଓରେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଏବଂ ଭିଡିଓରେ ଲେଖିଛନ୍ତି ଯେ ୨୦୦ରିଟେକ ପରେ ମଧ୍ୟ କେତେ ଖରାପ ଅଭିନୟ, ଭାରତୀ ଏହି ଭିଡିଓ ଟିକଟକ ପାଇଁ ପ୍ରସ୍ତୁତ କରିଛନ୍ତି । ଯାହାକୁ ବାର ବାର ଦେଖୁଛନ୍ତି ୟୁଜର୍ସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More