Only for Entertainment

ରେସ-୩ ସେଟରୁ ଭିଡିଓ ହେଲା ଲିକ ! ଆକ୍ସନ ସିନର ହେଉଛି ଏଭଳି ପ୍ରସ୍ତୁତି ।

race3
0 86

ସଲମାନ ଖାନଙ୍କ ଆଗାମୀ ଫିଲ୍ମ ରେସ-୩ କିଛିଦିନରୁ ଚର୍ଚ୍ଚାର ବିଷୟ ପାଲଟିଛି । କିଛିଦିନ ହେବ ଏହି ଫିଲ୍ମ କାଷ୍ଟର ପୋଷ୍ଟର ରିଲିଜ କରାଯାଉଛି । ଏବେ ଏହି ଫିଲ୍ମର ସେଟର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହି ଭିଡିଓକୁ ଦେଖି ଆପଣ ମଧ୍ୟ ଅନ୍ଦାଜ ଲଗାଇ ପାରିବେ ଯେ ଫିଲ୍ମ ପାଇଁ କେତେ ପରିଶ୍ରମ କରିବାକୁ ପଡୁଛି ।
ଏହି ଭିଡିଓକୁ ଦେଖି ପ୍ରଶଂସକ ମାନେ ନିଶ୍ଚୟ ଖୁସି ହେଉଥିବେ ଯେ ଇଦ୍ରେ ଏକ ଜବରଦସ୍ତ ଆକ୍ସନ ଫିଲ୍ମ ଦେଖିବାକୁ ମିଳିବ । ଦେଖନ୍ତୁ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More