Only for Entertainment

ଔଷଧୀୟ ଗୁଣରେ ଭରପୂର ଲେମ୍ବୁ ଚୋପା ।

times of india
24

ଲେମ୍ବୁ ଶରୀର ପାଇଁ ଖୁବ ଉପକାରୀ ଏହା ସମସ୍ତେ ଜାଣନ୍ତି । ଗରମ ପାରିରେ ହେଉ ପା ଥଣ୍ଡା ପାଣିରେ ଲେମ୍ବୁ ଚିପୁଡ଼ି ପିଇବାକୁ ସମସ୍ତେ ପସନ୍ଦ କରନ୍ତି, କାରଣ ଏହାର ଭିନ୍ନ ଭିନ୍ନ ଉପାକରୀ ଗୁଣ ରହିଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବାରେ ମଧ୍ୟ ସହାୟକ ସାହାୟକ ହୋଇଥାଏ । କିନ୍ତୁ ସମସ୍ତେ ଲେମ୍ବୁ ଚୋପାକୁ ଅଦରକାରୀ ପଦାର୍ଥ ଭାବି ଫିଙ୍ଗ ଦିଅନ୍ତି । ଆପଣ ମଧ୍ୟ ସେହି ଲିଷ୍ଟରେ ସାମିଲ ଥିବେ । ତେବେ ଆଜି ଆମେ ଆପଣଙ୍କୁ ଲେମ୍ବୁ ଚୋପାର ଉପକାରୀ ଗୁଣ ବିଷୟରେ କହିବୁ, ଯାହାକୁ ଜାଣିବା ପରେ ଆପଣ କେବେ ମଧ୍ୟ ତାହାକୁ ଫିଙ୍ଗିବେ ନାହିଁ ।

କୁହାଯାଏ ଲେମ୍ବୁ ଚୋପାରେ ଭରପୁର ମାତ୍ରାରେ କ୍ୟାଲସିୟମ ଏବଂ ଭିଟାମିନ୍ ଥାଏ । ଯାହା ହାଡକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।

ଏହି ଲେମ୍ବୁ ଚୋପାରେ କର୍କଟ ରୋଗର କଣିକାକୁ ଦୂର କରିବାର କ୍ଷମତା ରହିଛି । ଏହାସହିତ ଯଦି ଆପଣଙ୍କ ମୁହଁରୁ ଚର୍ମ ବାହାରୁଛି ତେବେ ଆପଣ ଲେମ୍ବୁ ଚୋପାକୁ ମୁହଁରେ ବ୍ୟବହାର କରିପାରିବେ ।

ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଜନୀତ ସମସ୍ୟା ଅଛି ତେବେ ଲେମ୍ବୁ ଚୋପାକୁ ବ୍ୟବହାର କରୁନ୍ତୁ । ଏହି ଚୋପାରେ ଥିବା ପୋଟାସିୟମ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More