Only for Entertainment

ଲେମ୍ବୁ ଚୋପାରେ ଭରି ରହିଛି ଅନେକ ଔଷଧୀୟ ଗୁଣ ।

youtube
23

ଲେମ୍ବୁକୁ ଆପଣ ବିଭିନ୍ନ ଉପାୟରେ ଖାଦ୍ୟରେ ବ୍ୟବହାର କରୁଥିବେ । ଲେମ୍ବୁକୁ ଗରମ ପାଣିରେ ମିଶାଇ ପିଇବା ଦ୍ୱାରା ଓଜନ କମ ହୋଇଥାଏ ଏହା ମଧ୍ୟ ଆପଣ ଜାଣିଥିବେ । ତେବେ ଆପଣ ଜାଣନ୍ତିକି ଲେମ୍ବୁ ଚୋପାରେ ମଧ୍ୟ ସେହିଭଳି କିଛି ଔଷଧୀୟ ଗୁଣ ଭରି ରହିଛି ଯାହା ଶରୀର ପାଇଁ ଖୁବ ଉପକାରୀ । ଆସନ୍ତୁ ଜାଣିବା ସେହି ଫାଇଦା ବିଷୟରେ ।

ଲେମ୍ବୁ ଚୋପାରେ ଭରପୁର ମାତ୍ରାରେ କ୍ୟାଲସିୟମ ଏବଂ ଭିଟାମିନ୍ ଥାଏ । ଯାହା ହାଡକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।

ଏହି ଲେମ୍ବୁ ଚୋପାରେ କର୍କଟ ରୋଗର କଣିକାକୁ ଦୂର କରିବାର କ୍ଷମତା ରହିଛି । ଏହାସହିତ ଯଦି ଆପଣଙ୍କ ମୁହଁରୁ ଛାଲ ବାହାରୁଛି ତେବେ ଆପଣ ଲେମ୍ବୁ ଚୋପାକୁ ମୁହଁରେ ବ୍ୟବହାର କରିପାରିବେ ।

ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଅଛି ତେବେ ଲେମ୍ବୁ ଚୋପାକୁ ବ୍ୟବହାର କରୁନ୍ତୁ । ଏହି ଚୋପାରେ ଥିବା ପୋଟାସିୟମ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More