Only for Entertainment

ଚିତାକୁ ମଈଁଷି ସହ ହେଲା ପ୍ରେମ, କିସ ସିନ ଫଟୋ ହେଲା ଭାଇରାଲ !

PANJAB KESHRI
0 88

ଜୋଗ୍ରାଫିକ ଚ୍ୟାନେଲରେ ଅନେକ ସମୟରେ ଆପଣମାନେ ଦେଖିଥିବେ ଚିତାକୁ ବଡ ବଡ ଜନ୍ତୁ ମାନଙ୍କ ଶିକାର କରୁଥିବାର । ମାତ୍ର ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଚିତାଟି ମଈଁଷିଙ୍କ ପ୍ରତି ଭଲ ପାଇବା ଜାହିର କରୁଥିବାର ନଜର ଆସିଛି । ଆଜ୍ଞା ହଁ ଏହି ଭିଡିଓ ଦେଖିବାକୁ ମିଳିଛି ନ୍ୟାସନାଲ ଜୋଗ୍ରାଫିକ ଚ୍ୟାନେଲ ଏବଂ ଏମଏସଏନ ନ୍ୟୁଜ ଚ୍ୟାନେଲରେ ଦେଖିବାକୁ ମିଳିଥିଲା । ଭିଡିଓରେ ଏକ ଚିତା ମଈଁଷିକୁ କିସ କରୁଥିବାର ନଜର ଆସିଛି ।

ମାତ୍ର ମଈଁଷି ଏବଂ ଚିତାର ଏଭଳି ପ୍ରେମ ଦେଖି ଏହା ପ୍ରମାଣ ମିଳିଛି ଯେ ଏମାନଙ୍କର ଇଂଟରକାଷ୍ଟ ଭଲ ପାଇବା ଅଟେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ମିଡିଆ ଫଟୋଗ୍ରାଫର ତୁରନ୍ତ କ୍ୟାମେରାରେ ମୂହୁର୍ତ୍ତକୁ କ୍ଲିକ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

କିନ୍ତୁ କଥାର ସତ୍ୟତା ହେଉଛି ଆଫ୍ରିକାନ ମଈଁଷି ଖୁବ ଭୟଙ୍କର ଏବଂ ବିରାଟ ଅଟନ୍ତି । ଚିତା ଟିକୁ ଭୋକ ଲାଗୁଥିବାରୁ ସେ ଶିକାର ପାଇଁ ଚାହିଁ ବସିଥିଲା । ମାତ୍ର ସେ ଭୟରେ ଶିକାର କରି ନପାରି ଅଧ ଘଂଟା ପର୍ଯ୍ୟନ୍ତ ସେହି ସ୍ଥାନରେ ଫସି ରହିଥିଲା । ସେହି ଗଛରେ ଲଟକି ରହିଥିବା ବେଳେ ଏହି ଭଳି ମୂହୂର୍ତ୍ତ ଘଟିଥିଲା ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଆଫ୍ରିକାର ଏକ ବନ୍ୟ ଅଭୟାରଣ୍ୟରେ ଘଟିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More