Only for Entertainment

ଏମିତି ଏକ ସ୍ଥାନ ଯେଉଁଠି ମାଗଣା ପିଜ୍ଜା ଖାଇବା ଲାଗି ଶରୀରରେ କରିବାକୁ ପଡିଥାଏ ଏଭଳି ଟାଟୁ !

irishexaminer
26

ସଂଖ୍ୟାଧିକ କମ୍ପାନୀ ନିଜର ଲୋକପ୍ରିୟତା ନିମନ୍ତେ ଅନେକ ପ୍ରକାର ବ୍ୟାବସାୟିକ ପଦ୍ଧତି ଅବଲମ୍ବନ କରନ୍ତି। ଗ୍ରାହକଙ୍କୁ ଆକୃଷ୍ଟ ତଥା କମ୍ପାନୀର ପ୍ରଚାର ନିମନ୍ତେ ଏହିଭଳି ଏକ ପଦକ୍ଷେପ ନେଇଛି ବିଶ୍ବସ୍ତରୀୟ ନାମକରା ପିଜ୍ଜା କମ୍ପାନୀ। ଭାଲେଣ୍ଟାଇନ୍ ଦିବସ ବିଶ୍ବର ବିଭିନ୍ନ ପ୍ରାନ୍ତରେ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ପାଶ୍ଚାତ୍ୟ ରାଷ୍ଟ୍ରରେ ଏହି ଦିବସର ଆଦର ଖୁବ୍ ଅଧିକ। ଇଂଲଣ୍ଡରେ ଭାଲେଣ୍ଟାଇନ୍ ଦିବସ ଜାକଜମକରେ ପାଳିତ ହେବା ସହ ଗ୍ରାହକଙ୍କୁ ଉପଲବ୍ଧ କରାଯାଇଥିଲା ବିଶେଷ ସୁବିଧା। କମ୍ପାନୀ ତରଫରୁ ଘୋଷଣା କରାଯାଇଥିଲା, ଯେଉଁ ବର୍ଗର ଗ୍ରାହକମାନେ ନିଜ ଶରୀରରେ ‘ଆଇ ଲଭ୍ ପିଜ୍ଜା’ ଟାଟୁ କରିବେ, ବର୍ଷଯାକ ସେମାନଙ୍କୁ ପିଜ୍ଜା ମାଗଣାରେ ମିଳିବ।

 

View this post on Instagram

 

А вы уже слышали про акцию #доминоснавсегда от @dominospizzarussia ?!) ⠀ По условиям акции каждый участник, сделавший татуировку с логотипом Домино’с Пицца получает сертификат на 100 подарочных промокодов в год в течение 100 лет (с правом приобретения любой бесплатной средней пиццы в сети Домино’с на территории РФ.) Период проведения акции с 01.09 по 31.10.2018г. Ребята из нашей студии участвовали и кто то уже получил сертификат ??? В акции участвуют первые 350 человек, предоставившие фото татуировки в социальных сетях Instagram, Facebook или Vkontakte с хэштегом #доминоснавсегда. ⠀ Татуировка может быть цветной или монохромной (черной). Обязательно четкое соблюдение пропорций логотипа! Минимальный размер татуировки – 2см в длину. ⠀ Вот такие дела, вот такой редрам ?#redrumtattoocollective

A post shared by ?RedRum Tattoo Collective (@redrumtattoo) on

 

View this post on Instagram

 

БУДУ ЕСТЬ ПИЦЦУ ВСЕГДА #доминоснавсегда

A post shared by Tattooartist (@kinky_chick) on

ଲୋକପ୍ରିୟ ଟାଟୁ ଡିଜାଇନର ଏଲିସ୍ ପେରିନଙ୍କ ଦ୍ବାରା ଡିଜାଇନ୍ ହୋଇଥିବା ଟାଟୁଗୁଡ଼ିକ ଗ୍ରାହକଙ୍କ ଶରୀରରେ କରାଯିବ। କମ୍ପାନୀର ଏଭଳି ଘୋଷଣା କେବଳ ଗୋଟିଏ ଦିନ ପାଇଁ କାର୍ୟ୍ୟକାରୀ ହୋଇଥିଲା। ଇଂଲଣ୍ଡର ବିଭିନ୍ନ ପ୍ରାନ୍ତରୁ ୧୦ହଜାରରୁ ଅଧିକ ଲୋକେ ଏହି ଟାଟୁ କରାଇ ବର୍ଷଯାକ ମାଗଣାରେ ପିଜ୍ଜା ପାଇବାର ସୁବିଧା ହାସଲ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More