Only for Entertainment

ଲିପଷ୍ଟିକ ବ୍ୟବହାର ହୋଇପାରେ କ୍ଷତିକାରକ ।

beautizine.com
0 63

ଲିପଷ୍ଟିକ ଝିଅ ମାନଙ୍କର ଖୁବ ପସନ୍ଦ ଏଥିରେ ସନ୍ଦେହ ନାହିଁ । ସେଥିପାଇଁ ଭିନ୍ନ ଭିନ୍ନ ରଙ୍ଗର ଲିପଷ୍ଟିକ ଆଣି ଡ୍ରେସକୁ ମ୍ୟାଚ କରି ପିନ୍ଧନ୍ତି । କାରଣ ଏହା ଦ୍ୱାରା ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।

ଦିନସାରା ଏହା ଓଠରେ ଲାଗି ରହିବା ଦ୍ୱାରା ଖାଦ୍ୟ ଖାଇବା ସମୟରେ ଏହା ଶରୀରକୁ ପ୍ରବେଶ କରିଥାଏ । କିନ୍ତୁ ଏଥିରେ ଥିବା ବିଷାକ୍ତ ମେଟାଲ ଶରୀରକୁ କ୍ଷତି ପହଂଚାଇଥାଏ ।

ଏହା ବ୍ୟତୀତ ଲିପଷ୍ଟିକରେ କେତେକ ଧାତୁ ଯେଭଳି କେଡ଼ମିୟମ ଓ ଆଲୁମିନିୟମ ରହିଥାଏ । ଯେଉଁ ଦୁଇଟି ସଂପୂର୍ଣ୍ଣ ବିଷାକ୍ତ । ଯେଉଁ ଦୁଇଟି ଶରୀରର ଗେଷ୍ଟ୍ରିକ ରସ ଏବଂ ଏସିଡ ସଂପର୍କରେ ଆସିଥାଏ । କିନ୍ତୁ କେତେକ ଅଧ୍ୟୟନରେ କୁହାଯାଇଛିଯେ ଲିପଷ୍ଟିକରେ ଥିବା ଧାତୁ ଖତାନାକ ନୁହେଁ,କିନ୍ତୁ ଦିନ ସାରା ଏହାକୁ ଧାରଣ କରିବା ଦ୍ୱାରା ଶରୀର ଭିତରକୁ ଗଲେ କ୍ଷତି ପହଂଚିଥାଏ ।

ଯଦି ଆପଣ ମଧ୍ୟ ଏଥିରୁ ବଂଚିବାକୁ ଚାହୁଁଛନ୍ତି ତେବେ ଦିନରେ ଥରେ କିମ୍ବା ଦୁଇ ଥର ଲଗାନ୍ତୁ । ଏହା ପ୍ରତି ସଚେତନ ହେବା ନିହାତି ଦରକାର । ଯେଉଁ କାରଣରୁ ଖଚ୍ଛରନାକ ବ୍ୟାଧିରୁ ବଂଚି ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More