Only for Entertainment

ଓସ୍କାର ଆୱାର୍ଡ ପାଇଁ ନୋମିନେଟ ହେଲା ଏହି ସୁପରହିଟ ଫିଲ୍ମ, ‘ବ୍ଲାକପାନ୍ଥର’ ଦୌଡରେ ସବୁଠାରୁ ଆଗୁଆ !

47

୯୧ତମ ଓସ୍କାର ଆୱାର୍ଡ ପାଇଁ ନୋମିନେସନ ହୋଇଛି । ଅଭିନେତା କୁମୈଲ ନାଂଜିୟାନି ଏବଂ ଟ୍ରେସ ଏଲିସ ରୋଜ ଦୁଇ ଭାଗରେ ଏହାର ପ୍ରସ୍ତୁତିକରଣ କରୁଛନ୍ତି । ଦର୍ଶକଙ୍କୁ ଏହି ବେଷ୍ଟ ଫିଲ୍ମ ଆୱାର୍ଡର ଅପେକ୍ଷା ରହିଛି କାରଣ ଏଥର ତାଲିକାରେ ବେଷ୍ଟରୁ ବେଷ୍ଟ ଫିଲ୍ମ ନାଁ ରହିଛି । ୧୯୮୯ ପରେ ପ୍ରଥମ ଥର ପ୍ରସିଦ୍ଧ ହୋଷ୍ଟ କେବିନ ହାର୍ଟ ଏହି ସେରେମନୀରେ ହୋଷ୍ଟ କରିବାକୁ ଯାଉଛନ୍ତି । ୨୫ଜାନୁୟାରୀରେ ଆମେରିକାର ଲସଏଂଜେଲସରେ ଓସ୍କାର ଆୱାର୍ଡର ଘୋଷଣା କରିଥିଲେ । ଏଠାରେ ଆମେ ଜଣାଇ ରଖୁଛୁ ଯେ ଏହି ଏକାଡେମୀ ଆୱାର୍ଡର ନୋମିନେସନ କାଲିଫର୍ଣ୍ଣିଆର ସାମୁଏଲ ଗୋଲ୍ଡୱିନ ଥିଏଟର ଚାଲିଛି ।

ସିନେମାଟୋଗ୍ରାଫି ନୋମିନେସନ
ଫିଲ୍ମ-

କୋଲ୍ଡ ୱାର

ରୋମା

ଦ ଫେବେରେଟ

ଏ ଷ୍ଟାର ଇଜ ବର୍ଣ୍ଣ

ନେଭର ଲୁକ ଆୱେ

ପ୍ରଡକ୍ସନ ଡିଜାଇନ ନୋମିନେସନ
ଫିଲ୍ମ-

ବ୍ଲାକ ପାନ୍ଥର

ମେରି ପପିନ୍ସ ରିଟର୍ଣ୍ଣସ୍

ଦ ଫେବରେଟ

ରୋକା

ଫର୍ଷ୍ଟ ମ୍ୟାନ

ଡିରେକ୍ସନ ନୋମିନେସନ
ଫିଲ୍ମ-

ବ୍ଲାକଲାନ୍ସମ୍ୟାନ

ରୋମା

କୋଲ୍ଡ ୱାର

ଭାଇସ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More