Only for Entertainment

ସାବଧାନ ! ଏହି ସବୁ ଅଳଙ୍କାର ହଜିଲେ ହୋଇପାରେ ଅନେକ କ୍ଷତି ।

gold-traders.co.uk
0 91

ସୁନା ଅଳଙ୍କାର ହଜିବା ଅଶୁଭ। ସୁନା ଅଳଙ୍କାର ହଜିଲେ ଖରାପ ସମୟ ପଡ଼ିଥାଏ ବୋଲି କୁହାଯାଏ। କେବଳ ସେତିକି ନୁହେଁ, କେଉଁ ସୁନା ଅଳଙ୍କାର ହଜିଲେ କେଉଁ ପ୍ରକାର ଅସୁବିଧା ହୁଏ ଶାସ୍ତ୍ରରେ ସେ ବିଷୟରେ ବି ଉଲ୍ଲେଖ କରାଯାଇଛି।

ନାକଫୁଲ- ନାକ ଫୁଲ ହଜିଗଲେ ଭବିଷ୍ୟତରେ ବଦନାମୀର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି କୁହାଯାଇଛି।

କାନଫୁଲ- କାନରେ ଲଗାଉଥିବା କାନଫୁଲ ହଜିଗଲେ ଦୁଃଖଦ ଖବର ଶୁଣିବାକୁ ମିଳିଥାଏ।

ହାର- ବେକର ଲଗାଉଥିବା ହାର ହଜିଗଲେ ରଖିଥିବା ଧନସମ୍ପତ୍ତି କ୍ଷୟ ହୋଇଥାଏ ବୋଲି କୁହାଯାଇଛି।

ବାଜୁବନ୍ଧ- ବାଜୁବନ୍ଧ ହଜିଗଲେ ଅର୍ଥାଭାବ ଅଭାବ ଦେଖାଯାଇଥାଏ।

ଚୁଡ଼ି- ହାତରେ ଲଗାଉଥିବା ସୁନା ଚୁଡ଼ି ହଜିଗଲେ ମାନ-ସମ୍ମାନ ହାନି ହୋଇଏ।

ମୁଦି- ସୁନା ମୁଦି ହଜିଗଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ।

ମଥାମଣି- ମୁଣ୍ଡ ଉପରେ ଲଗାଉଥିବା ମଥାମଣି ହଜିଗଲେ ଆଗାମୀ ଦିନରେ ମାନସିକ ଚାପ ଓ ଅଶାନ୍ତିର ସାମ୍ନା କରିବାକୁ ପଡ଼ିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।

ହାର- ବେକର ଲଗାଉଥିବା ହାର ହଜିଗଲେ ରଖିଥିବା ଧନସମ୍ପତ୍ତି କ୍ଷୟ ହୋଇଥାଏ ବୋଲି କୁହାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More