Only for Entertainment

୨୦୧୮ ମସିହା ପାଇଁ ଶୁଭ ରଂଗ ।

deteched
0 43

କେହି ବିଶ୍ୱାସ କରନ୍ତି ତ କେହି କରନ୍ତିନି। ଶୁଭ ରଂଗ, ଶୁଭ ସଂଖ୍ୟା, ଶୁଭ ବାର ଆଦି ସବୁର ଆମ ଦୈନନ୍ଦିନ ଜୀବନ ଉପରେ ଅନେକ ପ୍ରଭାବ ରହିଥାଏ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି। ତେବେ, ଆସନ୍ତୁ ଜାଣିବା ୨୦୧୮ ମସିହା ପାଇଁ କେଉଁ କେଉଁ ରଂଗ ଶୁଭ।

ଆପଣ ଏକ ଭଲ ଚାକିରି, ପ୍ରେମ ଏବଂ ଆହୁରି ଗୁଡ଼ାଏ ଭଲ କଥା ପାଇପାରନ୍ତି। ୨୦୧୮ ଆପଣଙ୍କୁ ଅନେ କିଛି ଦେବାର ସମ୍ଭାବନା ରହିଛି। କେବଳ ଶୁଭ ରଂଗ ଅନୁସାରେ ପୋଷାକ ପରିଧାନ କଲେ ହେଲା।

ଗେରୁଆ: ଏହି ରଂଗଟି ହେଉଛି ସନ୍ତୁଳନ ରକ୍ଷା କରିବାର ରଂଗ। ଏହି ରଂଗ ଖୁବ୍‌ ସକାରାତ୍ମକ ପ୍ରଭାବ ପକାଇଥାଏ। ଆଶା ସଞ୍ଚାର କରାଏ, ଶକ୍ତି ପ୍ରଦାନ କରେ।

ବାଇଗଣୀ: ଏହା ହେଉଛି ଅତ୍ୟନ୍ତ ଆତ୍ମିକ ଏବଂ ସତ୍ୟର ରଂଗ। ଏହି ରଂଗ ଆପଣଙ୍କୁ ଆପଣଙ୍କ ସଫଳତାର ନିକଟତର କରାଇପାରେ।

ହଳଦିଆ: ବ୍ୟକ୍ତିଗତ ସଂପର୍କକୁ ଯୋଡ଼ି ରଖିପାରୁଥିବା ରଂଗଟି ହେଉଛି ହଳଦିଆ। ବାସ୍ତୁବିଦ୍ୟା କ୍ଷେତ୍ରରେ ଏହା ଏକ ମୌଳିକ ରଂଗ।

ଗୋଲାପୀ: ନୂଆ ଚାକିରି ଏବଂ ନୂଆ ସଫଳତା ପାଇଁ ସାହାଯ୍ୟ କରିବ ଗୋଲାପୀ ରଂଗ।

ମାଟିଆ: ଏହି ରଂଗ ଆପଣଙ୍କ ବ୍ୟକ୍ତିତ୍ୱକୁ ଏକଦମ ଚମକାଇ ଦେବ। କଳିଗୋଳକୁ ଏହି ରଂଗ ଦୂରେଇ ଦେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More