Only for Entertainment

ଜବରଦସ୍ତ ମ୍ୟୁଜିକ ଏବଂ ଡ୍ୟାନ୍ସ ସହିତ ପଂଜାବୀ ତଡ଼କାରେ ରିଲିଜ ହେଲା ‘କୋକା କୋଲା ତୁ’ ।

bollywood tadka
146

ବଲିଉଡ ଆକ୍ଟର କାର୍ତ୍ତିକ ଆର‌୍ୟନ ଏବଂ କୃତି ସାନନଙ୍କ ଅଭିନୀତ ଫିଲ୍ମ କୋକାକୋଲା ତୁ’ର ଦ୍ୱିତୀୟ ଗୀତ ରିଲିଜ ହୋଇ ସାରିଛି । ଏହି ଗୀତକୁ ଗାଇଛନ୍ତି ଟୋନି କକ୍କର ଏବଂ ନେହା କକ୍କର । ନିକଟ ଅତୀତରେ କାର୍ତ୍ତିକ ଆର‌୍ୟନ ଏହି ଗୀତର ଟିଜର ଶେୟାର କରିଥିଲେ । କହିରଖୁଛୁଯେ ଏହି ଗୀତ ଟୋନି କକ୍କରଙ୍କ ୨୦୧୮ରେ ରିଲିଜ ହୋଇଥିବା କୋକା କୋଲା ତୁ’ର ନୂଆ ଭର୍ସନ ।

ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଫିଲ୍ମରେ ବିବାହକୁ ନେଇ ଚମତ୍କାର କାହାଣୀ ପରିବେଷଣ କରାଯାଇଛି । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଲକ୍ଷ୍ମଣ ଉତେକର । ଫିଲ୍ମରେ କାର୍ତ୍ତିକ ଏବଂ କୃତିଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ ଓ ଅପାରଶକ୍ତି ଖୁରାନା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମ ୧ ମାର୍ଚ୍ଚ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More