Only for Entertainment

ରିଲିଜ ହେଲା ‘ଲଷ୍ଟ ଷ୍ଟୋରୀ’ର ଟ୍ରେଲର, ଫିଲ୍ମରେ ଦେଖିବାକୁ ମିଳିବ ଆଧୁନିକ ପ୍ରେମର କାହାଣୀ

zee news
0 46

ନେଟଫ୍ଲିକ୍ସର ତୃତୀୟ ଫିଲ୍ମ ‘ଲଷ୍ଟ ଷ୍ଟୋରୀ’ର ଟ୍ରେଲର ରିଲିଜ କରାଯାଇଛି । ‘ଲଷ୍ଟ ଷ୍ଟୋରୀ’ରେ ୪ ଜଣ ନିର୍ଦ୍ଦେଶକଙ୍କ ଅଲଗା ଅଲଗା କାହାଣୀ ସ୍ଥାନ ପାଇଛି । ଫିଲ୍ମରେ କରଣ ଜୋହର, ଅନୁରାଗ କଶ୍ୟପ, ଜୋୟା ଅଖତର ଏବଂ ଦିବାକର ବାନାର୍ଜିଙ୍କ ଚାରୋଟି କାହାଣୀକୁ ଦର୍ଶାଯାଇଛି । ଏହି ଚାରୋଟି କାହଣୀରେ ରାଧିରା ଆପ୍ଟେ, ଭୂମି ପେଡନେକର, ଭିକି କୌଶଲ, କିୟାରା ଅଡଭାଣୀ, ମନୀଷା କୋୟରାଲ ଏବଂ ସଂଜୟ କପୁର ପରୁ କଳାକାର ନଜର ଆସିଛନ୍ତି ।

ଏହି ଚାରୋଟି କାହାଣୀରେ ରାଧିକା ଆପ୍ଟେ, ଭୂମି ପେଡନେକର, ମନୀଷା କୋୟରାଲ ଏବଂ କିୟାରା ଆଡଭାନୀ ଲିଡ ରୋଲରେ ନଜର ଆସିବେ । ଫିଲ୍ମର କାହାଣୀ ଆଧୁନିକ ପ୍ରେମ ଏବଂ ସମ୍ପର୍କ ଉପରେ ଆଧାରିତ ।
ଦେଖନ୍ତୁ ‘ଲଷ୍ଟ ଷ୍ଟୋରୀ’ର ଟ୍ରେଲର …

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More