Only for Entertainment

‘ଡୋଲା ରେ ଡୋଲା’ରେ ଗୀତରେ ପ୍ରିୟଙ୍କା-ମାଧୁରୀଙ୍କ ଜବରଦସ୍ତ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ

ndtv
35

ବଲିଉଡ ଧକ ଧକ ଗର୍ଲ ମାଧୁରୀ ଦିକ୍ଷୀତ ଏବଂ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୁଇ ଅଭିନେତ୍ରୀ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଦୁହିଁଙ୍କ ଡ୍ୟାନ୍ସ ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

ଭିଡିଓରେ ଦୁହେଁ ମାଧୁରୀ ଦିକ୍ଷୀତଙ୍କ ଗୀତ ଡୋଲା ରେ ଡୋଲା ଗୀତରେ ସୁନ୍ଦର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହା ସହିତ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଦେବାରେ ଲାଗିଛି । ଏହି ଭିଡିଓରେ ଦୁହେଁ ପିଙ୍ଗା ଦପୋରୀ ସଙ୍ଗରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି ।

 

କହିରଖୁଛୁ ଯେ, ପ୍ରିୟଙ୍କା ନିଜର ଆଗାମୀ ଫିଲ୍ମ ଦ ସ୍କାଏ ଇଜ ପିଙ୍କର ପ୍ରମୋଶନ କରିବା ପାଇଁ ଡ୍ୟାନ୍ସ ରିଅଲିଟି ଶୋରେ ପହଁଚିଥିଲେ । ଏହିଠାରେ ହିଁ ଦୁଇ ଅଭିନେତ୍ରୀଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିଥିଲା ।

 

 

View this post on Instagram

 

Priyanka and Madhuri dancing on PINGA someone please pinch me ??????❤ @priyankachopra @madhuridixitnene

A post shared by Priyanka Chopra Online (@priyankaonline) on

ଫିଲ୍ମ ଦ ସ୍କାଏ ଇଜ ପିଙ୍କ ଜରିଆରେ ପ୍ରିୟଙ୍କା ଅନେକ ଦିନର ବ୍ୟବଧାନ ପରେ ବଲିଉଡକୁ ଫେରୁଛନ୍ତି । ଫିଲ୍ମରେ ପ୍ରିୟଙ୍କାଙ୍କ ବ୍ୟତିତ ଫରହାନ ଅଖତର ଏବଂ ଜାୟରା ବସୀମ ନଜର ଆସିବେ । ଫିଲ୍ମକୁ ସୋନଲୀ ବୋସ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମ ୧୧ ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More