Only for Entertainment

କସ୍ମୋପଲିଟାଲ୍ ମାଗାଜିନ୍ ପାଇଁ ଅଭିନେତ୍ରୀ କଙ୍ଗନା କରାଇଲେ ଫଟୋସୁଟ୍ ।

amarujala
0 41

ବଲିଉଡ୍ କୁଇନ୍ କଙ୍ଗନା ରଣାୱତ । କେତେବେଳେ ନିଜ ଜବରଦସ୍ତ ଅଭିନୟ ଜରିଆରେ ତ ପୁଣି କେତେବେଳେ ବୋଲ୍ଡ ଅନ୍ଦାଜ ଜରିଆରେ ଚର୍ଚ୍ଚାରେ ରହିଥାନ୍ତି କଙ୍ଗନା ।

ତେବେ ଏହି ସୁନ୍ଦରୀଙ୍କୁ ନେଇ ନିକଟରେ ଦେଖିବାକୁ ମିଳିଥିଲା ଏକ ଜବରଦସ୍ତ ଫଟୋସୁଟ୍ । କସ୍ମୋପଲିଟାଲ୍ ମାଗାଜିନ୍ ପାଇଁ ଅଭିନେତ୍ରୀ କଙ୍ଗନା ରଣାୱତ କରାଇଥିଲେ ଫଟୋସୁଟ୍ ।

ଏଠାରେ ଆମେ କହି ରଖୁଛୁ ଯେ କଙ୍ଗନା ରଣାୱତଙ୍କର ମଣିକର୍ଣ୍ଣିକା ଫିଲ୍ମ ସୁଟିଂ ଶେଷ ହୋଇଯାଇଛି । ଏହି ଫିଲ୍ମ ପରେ ସେ ନିକଟରେ ମେଂଟାଲ ହେ କ୍ୟା ଫିଲ୍ମ ପ୍ରସ୍ତୁତି ପାଇଁ ବ୍ୟସ୍ତ ଅଛନ୍ତି । ତାଙ୍କର ଆଗାମୀ ଫିଲ୍ମ ପ୍ରଥମେ ଚଳିତ ବର୍ଷ ଅପ୍ରେଲ ୨୭ରେ ରିଲିଜ ହେବାର ଥିଲା ମାତ୍ର ଏବେ ଏହି ଫିଲ୍ମର ରିଲିଜ ଡେଟ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲା । ମାତ୍ର ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମ ୨୭ଅପ୍ରେଲ ପରିବର୍ତ୍ତେ ୩ କିମ୍ବା ୭ଅଗଷ୍ଟରେ ରିଲିଜ କରାଯିବ କାରଣ ଅଗଷ୍ଟ ୧୫ ପାଇଁ ଦେଶର ସ୍ୱାଧୀନତା ପାଇଁ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମକୁ ଭଲ ଦର୍ଶକ ମଧ୍ୟ ମିଳିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More