Only for Entertainment

କୈଣସି ରାଜମହଲ ଠାରୁ କମ ନୁହେଁ ମହାରାଜା ଏକ୍ସପ୍ରେସ

Follow Me Away
0 82

ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଅଧିକାଂଶ ଲୋକ ରେଲଗାଡିର ବ୍ୟବହାର କରିଥାନ୍ତି । ଆପଣ ଅନେକ ରେଲଗାଡି ଦେଖିଥିବେ ଏବଂ ଯାତ୍ରା ମଧ୍ୟ କରିଥିବେ । କିନ୍ତୁ ଆଜି ଆମେ ଆଜି ଏପରି ଏକ ରେଲଗାଡି ବିଷୟରେ କହିବାକୁ ଯାଉଛୁ ଯାହା ଭାରତର ସବୁଠାରୁ ମହଙ୍ଗା ରେଳଗାଡି । ସବୁ ସୁଖ ସୁବିଧା ଏହି ଟ୍ରେନରେ ଉପଲବ୍ଧ ହୋଇଥାଏ । ଏହି ଟ୍ରେନ କୌଣସି ପଞ୍ଚ ତାରକା ହୋଟେଲ ଠାରୁ କମ ନୁହେଁ । ସେହି ଟ୍ରେନର ନାମ ହେଉଛି ମହାରାଜା ଏକ୍ସପ୍ରେସ ।

maharaja

ଏହି ଟ୍ରେନରେ ବଡ ବଡ ଝରକା ରହିଛି । ଲୋକଙ୍କ ମନୋରଞ୍ଜନ ପାଇଁ ଟେଲିଭିଜନ ମଧ୍ୟ ରହିଛି । ଏହି ଟ୍ରେନକୁ ୪ ଭାଗରେ ବିଭକ୍ତ କରାଯାଇଛି । ଟ୍ରେନରେ ୨୦ ଟି ଡିଲକ୍ସ କ୍ୟାବିନ, ୧୮ ଜୁନିୟର ସିଟ, ୬୪ ସିଟ ଏବଂ ଏକ ପ୍ରେସିଡେଂସିଆଲ ସିଟ ରହିଛି । ଏହି ଟ୍ରେନ ସମସ୍ତ ଐତିହାସିକ ରାଜ୍ୟକୁ ଅତିକ୍ରମ କରି ଚାଲିଥାଏ ।

maharaja1

ଏହି ଟ୍ରେନରେ ହୋଟେଲ ପରି ସମସ୍ତ ସୁଖ ସୁବିଧା ମିଳିଥାଏ । ଏହା ସହିତ ଟ୍ରେନରେ ୧୪ ଟି ସେଲୁନ, ଗୋଟିଏ ସ୍ପା କୋଚ, ଦୁଇଟି ମହାରାଜା- ମହାରାଣୀ ରେଷ୍ଟୁରାଣ୍ଟ ଏବଂ କେ ରିସେପସନ କୋଚ ରହିଛି । ୨୦୧୦ ରେ ଏହି ଗାଡକୁ ବିଶ୍ୱର ସବୁଠାରୁ ଲଗଜୁରୀ ରେଲଗାଡୀ ତାଲିକାର ଚତୁର୍ଥ ସ୍ଥାନ ଦିଆଯାଇଥିଲା ।

ଦେଖନ୍ତୁ ଟ୍ରେନର ଆଉ କିଛି ଫଟୋ…

maharaja2

maharaja3

maharaja4

maharaja6

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More