Only for Entertainment

ସୋନୁ ନିଗମ ଶିବଶଙ୍କର ସଙ୍ଗୀତର ଲଗାଇଲେ ଜୟ-ଜୟକାର, ଭିଡିଓ ଇଂଟରନେଟରେ ଭାଇରାଲ !

69

ବଲିଉଡ ସିଙ୍ଗର ସୋନୁ ନିଗମ ମହାଶିବରାତ୍ରୀରେ ଏକ ନୂଆ ଭକ୍ତି ସଂଗୀତ ନୂଆ ଅନ୍ଦାଜରେ ରିଲିଜ କରିଛନ୍ତି । ଏହି ଭିଡିଓ ସେ ନିଜ ସୋସିଆଲ ମିଡିଆ ଅକାଉଂଟରେ ମଧ୍ୟ ଶେୟାର କରିଛନ୍ତି ।ଏହି ଭିଡିଓୁ ୟୁଟ୍ୟୁବରେ ଟାଇମ୍ସ ମ୍ୟୁଜିକ ସ୍ପିରିଚୁଆଲ ଅଫିସିଆଲ ଅକାଉଂଟରେ ଅପଲୋଡ କରାଯାଇଛି ।

ମହାଶିବରାତ୍ରୀ ମଉକାରେ ସେ ଏହି ଗୀତକୁ କିଛି ନିଆରା ଅନ୍ଦାଜରେ ଗାଇଛନ୍ତି । ସେ ଏହି ଗୀତକୁ ମହାମୃତ୍ୟୁଂଜୟ ମନ୍ତ୍ର ଜପରୁ ଆରମ୍ଭ କରୁଛନ୍ତି । ସେ ଏହି ଗୀତକୁ ଜୋଶରେ ଗାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More