Only for Entertainment

ସାମ୍ନାକୁ ଆସିଲା ୨.୦ ର ମେକିଂ ଭିଡ଼ିଓ । ଦେଖନ୍ତୁ ଅକ୍ଷୟ କିଭଳି ସାଜିଲେ ଭିଲେନ ।

bollywood tadka
0 36

ବଲିଉଡ ଆକ୍ଟର ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ୨.୦ର ଟିଜର ରିଲିଜ ହେବାମାତ୍ରେ ଧମାଲ ହୋଇଯାଇଛି । ନିକଟରେ ଫିଲ୍ମର ମେକିଂ ଭିଡ଼ିଓ ସାମ୍ନାକୁ ଆସିଛି । ଭିଡ଼ିଓରେ ଦେଖଯାଇଛିଯେ କିଭଳି ଅକ୍ଷୟ ଏବଂ ରଜନୀକାନ୍ତ ନିଜ ଲୁକ ପାଇଁ ପ୍ରସ୍ତୁତ ହେଉଛନ୍ତି । ନିହାତି ଭାବରେ ଏହା ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡ଼ିଓ । ଆଶ୍ଚର୍ଯ୍ୟର କଥା ହେଉଛି ୧ ବର୍ଷ ପୂର୍ବରୁ ଏହାର ମେକିଂ ଭିଡ଼ିଓ ରିଲିଜ କରାଯାଇଥିଲା,କିନ୍ତୁ ଏବେ ଏହାକୁ ୟୁଟ୍ୟୁବରେ ଖୁବ ଦେଖାଯାଉଛି । ତେଣୁ ଏହା ଟ୍ରେଣ୍ଡ କରିବାକୁ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More