Only for Entertainment

ଆୟୁଷ୍ମାନ ଖୁରାନା ଅଭିନୀତ କମେଡି ଫିଲ୍ମ ବଧାଇ ହୋ ଫିଲ୍ମର ଦ୍ୱିତୀୟ ଗୀତ ମେକିଂ ଭିଡିଓ ରିଲିଜ !

Hindustan Times
47

ଆୟୁଷ୍ମାନ ଖୁରାନା ଓ ସନୟା ମାଲୋହୋତ୍ରା ଅଭିନୀତ ବଧାଇ ହୋର ୨ୟ ଗୀତ ରିଲିଜ କରିବା ପରେ ଏବେ ଜାରି ହୋଇଛି ଗୀତର ମେକିଂ ଭିଡିଓ ।ମୁମ୍ବାଇର ଏକ ଷ୍ଟୁଡିଓରେ ପିକଚରାଇଜ କରାଯାଇଛି ଫିଲ୍ମର ଏହି ୱେଡିଙ୍ଗ ସଙ୍ଗ ।ଗୀତର ଟାଇଟେଲ ମୌରନି ବନକେ ରହିଥିବାବେଳେ ସୁଟିଂ ସମୟରେ ସମସ୍ତ ଷ୍ଟାରକାଷ୍ଟଙ୍କୁ ଏକାଠି ଦେଖିବାକୁ ମିଳିଛନ୍ତି ।

୨୦୧୦ରେ ରିଲିଜ ପଂଜାବୀ ହିଟ ଗୀତର ରିମିକ୍ସକୁ ଫିଲ୍ମ ବଧାଇ ହୋରେ ସ୍ଥାନ ଦିଆଯାଇଛି ।ରିମିକ୍ସ ଭର୍ସନରେ ରହିଛି ଗୁରୁ ରାନ୍ଧୱା ଓ ନେହା କକ୍କରଙ୍କ ଆୱାଜ ।ଆୟୁଷ୍ମାନ ଖୁରାନାଳ,ଦଙ୍ଗଲ ଗର୍ଲ ସନୟା ମାଲୋହୋତ୍ରାଙ୍କ ମୁଖ୍ୟ ଭୂମିକାରେ ଅଭିନୟ ରହିଛି ।ଏହି କମେଡି ଫ୍ୟାମିଲି ଡ୍ରାମା ଫିଲ୍ମ ଅକ୍ଟୋବର ୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More