Only for Entertainment

ଭାଇରାଲ ହେଉଛି ମଲାଇକାଙ୍କ ୱାର୍କ ଆଉଟ ଭିଡିଓ, ଦେଖନ୍ତୁ

40

ଜିମରେ ଆଇଟମ ଗର୍ଲଙ୍କ ଯୋଗସନ ଭିଡିଓକୁ ନେଇ ଚର୍ଚ୍ଚା । ଫିଟନେସରେ ଏକ ନମ୍ବର ବଲିଉଡ କଳାକାର ଭାବେ ଜଣା ଯାଉଥିବା ମଲାଇକା ଆରୋଡାଙ୍କ ଏକ ଯୋଗ ଭିଡିଓ ଏବେ ଭାଇରାଲ ହେଉଛି । ନିଜ ଟ୍ରେନରଙ୍କ ସହ ମଲାଇକା କଷ୍ଟକର ଯୋଗାସନ କରୁଥିବା ଦେଖିବାକୁ ମିଳିଛି । ଭିଡିଓକୁ ପୋଷ୍ଟ କରିବା ସହ ଆଇଟମ ଗର୍ଲ କିଛି ଲେଖା ପୋଷ୍ଟ କରିଛନ୍ତି ଯାହାକୁ ସୋସିଆଲ ମିଡିଆ ଫୋଲୋୟର୍ସ ବେଶ ପସନ୍ଦ କରିଛନ୍ତି ।ଏଥିସହ ସଂଜୟ କପୁର ଓ ଅର୍ଜୁନ କପୁର ମଧ୍ୟ ଏହି ପୋଷ୍ଟରେ କମେଂଟ ଦେଇଛନ୍ତି ।

 

ଏହା ସହିତ ମଲାଇକା ଆରୋରାଙ୍କ ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ମଲାଇକା ଭୁଜଙ୍ଗାସନ କରୁଥିବା ନଜର ଆସିଛନ୍ତି । ସୋଫି ଚୌଧୁରୀଙ୍କ ସୋ’ରେ ମଲାଇକା ଏହି ଆସନ କରିଥିବା ନଜର ଆସିଛନ୍ତି । ଏହି ଭିଡିଓକୁ ସୋଫି ନିଜ ଟିକ୍ ଟକ ଆକାଉଣ୍ଟରେ ସେୟାର କରିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More