Only for Entertainment

ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ମମତା ସରକାରଙ୍କୁ ମହଙ୍ଗା ପଡ଼ିଲା, ଜୋରିମନା ଲଗାଇଲେ ହାଇକୋର୍ଟ ।

bollywood tadka
27

ହାଇକୋର୍ଟ ବଙ୍ଗାଳୀ ଫିଲ୍ମ ‘ଭବିଷ୍ୟୋତ୍ତର ଭୂତ’ ଉପରେ କଟକଣା ଲଗାଇଥିବାରୁ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୨୦ ଲକ୍ଷ ଟଙ୍କାର ଜୋରିମନା ଲଗାଇଛନ୍ତି । ବିଚାରକ ବି ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତା ପୀଠ ଅନିକ ଦତ୍ତାଙ୍କ ନିର୍ଦ୍ଦେଶିତ ଏହିଫିଲ୍ମ ଉପରେ ବିଚାର କରାଯାଇଛି । ଯାହାର ପରିଣାମ ଭୋଗିଛନ୍ତି ମମତା ସରକାର । ନ୍ୟାୟାଳୟ କହିଛନ୍ତି ଏଭଳି କରି କାହାର ସ୍ୱାଧୀନତାକୁ ଚାପି ଦିଆ ଯାଇନପାରେ ।

ନ୍ୟାୟମୂର୍ତ୍ତି ଚନ୍ଦ୍ରଚୁଡ଼ଙ୍କ କହିବା ଅନୁସାରେ ସରକାରଙ୍କ ତରଫରୁ କରାଯାଇଥବା ଏହି ଯାଂଚ ଖୁବ ଗମ୍ଭୀର । ତେବେ ପୀଠ ଏହା ମଧ୍ୟ କହିଛି ପ୍ରଦର୍ଶନ ବା କୌଣସି ଡରରେ ଏଭଳି ସ୍ୱାଧୀନତା ଚାପି ହେବନି ।

ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ମମତା ସରକାରଙ୍କ ଉପରେ ୨୦ ଲକ୍ଷର ଜୋରିମନା ଲଗାଇଛନ୍ତି କୋର୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More