Only for Entertainment

ଆରମ୍ଭ ହେଲା ୨୧ ତମ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ, ପ୍ରଥମ ଦିନରେ ଶୋ’ ଷ୍ଟପର ସାଜିଲେ ଦୀପିକା ପାଦୁକୋନ

Hindustan Times
43

ଆରମ୍ଭ ହୋଇଛି ୨୧ ତମ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ । ୧୭ ତାରିଖରୁ ମୁମ୍ବାଇରେ ଫେଷ୍ଟିଭାଲ ଓପନିଙ୍ଗ କରାଯାଇଛି । ୧୭ ରୁ ୨୪ ଯାଏଁ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏହି ଫେଷ୍ଟିଭାଲ ଆୟୋଜନ ହେବା । ଏହି ଫେଷ୍ଟିଭାଲରେ ବିଭିନ୍ନ ଭାଷାର ଫିଲ୍ମ ପ୍ରଦର୍ଶିତ ହେବ । ୫୩ଟି ଦେଶର ୪୯ଟି ଭାଷାର ମୋଟ ୧୯୦ ଫିଲ୍ମ ଏଥରକ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯିବ । ୭ଦିନ ଧରି ଦେଶ-ବିଦେଶର ବିଭିନ୍ନ ଫିଲ୍ମକୁ ଏଠାରେ ସ୍କ୍ରିନିଂ କରାଯିବ ।

 

 

View this post on Instagram

 

Hello!💕#jiomamimumbaifilmfestival

A post shared by Deepika Padukone (@deepikapadukone) on

 

୨୧ତମ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ଶୋ’ ଷ୍ଟପର ହୋଇଛନ୍ତି ଦୀପିକା ପାଦୁକୋଣ । ବ୍ଲାକ-ଅଫ ହ୍ୱାଇଟ କଲର ଆଉଟଫିଟରେ ଦୀପିକାଙ୍କ ଲୁକ ବେଶ ଆର୍କଷଣୀୟ ଥିଲା । ସିନେ ଇଣ୍ଡଷ୍ଟ୍ରିର ବହୁ ଜଣାଶୁଣା ସେଲିବ୍ରେଟି କାର୍ଯ୍ୟକ୍ରମରେ ପହଁଚିଥିଲେ ।

 

View this post on Instagram

 

#deepikapadukone at viralbhayani @mumbaifilmfestival @viralbhayani

A post shared by Viral Bhayani (@viralbhayani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More