Only for Entertainment

ଉବେର ଇଟସରୁ ଖାଦ୍ୟ ଅର୍ଡ଼ର କରିଥିଲେ,କିନ୍ତୁ ପ୍ୟାକେଟ ଖୋଲିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଗଲେ ।

aajtak
28

ଆଜିକାଲି ଖାଦ୍ୟ ଅର୍ଡର କରିବା ମାତ୍ରେ ଘରେ ଆସି ପହଂଚିଯାଉଛି । ସେଥିପାଇଁ ବିଭିନ୍ନ ପ୍ରକାରର ଆପ ରହିଛି । ଯାହା ଜୀବନକୁ ଅଧିକ ସହଜ କରି ଦେଇଛି । କିନ୍ତୁ ଏହାକୁ ନେଇ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି,ଯାହା ଖୁବ ନିନ୍ଦନୀୟ । ନିକଟରେ ଜୋମାଟୋ ବଏକୁ ନେଇ ମଧ୍ୟ ସେହିଭଳି କିଛି ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲାଯେ ଜୋମାଟୋ ବଏ ଅଇଂଠା ଖାଦ୍ୟ ଦେଉଛନ୍ତି । ତେବେ ଉବେର ଇଟସକୁ ନେଇ ମଧ୍ୟ ସେହିଭଳି କିଛି ଘଟଣା ସାମ୍ନାକୁ ଆସିଛି ।

ଆଜ୍ଞା ହଁ ଏହିଭଳି କିଛି ଘଟଣା ଘଟିଛି ଫ୍ଲୋରିଡ଼ାରେ । ଜଣେ ବ୍ୟକ୍ତି ଖାଦ୍ୟ ଅର୍ଡର କରିଥିଲେ,କିନ୍ତୁ ପ୍ୟାକେଟ ଖୋଲି ଦେଖିବା ମାତ୍ରେ ତାଙ୍କ ହୋଶ ଉଡ଼ିଗଲା । ବାସ୍ତବରେ ତାହା ମଧ୍ୟରେ ଖାଦ୍ୟ ନୁହେଁ ବରଂ ଅପରିଷ୍କାର ଅଣ୍ଡରୱେର ଥିଲା । ଡେଲିଭରି ବଏ ସେହି ପ୍ୟାକେଡ଼ ଦେଇ ଦୌଡ଼ି ଚାଲିଗଲା । ବ୍ୟକ୍ତି ଜଣକୁ ତ ଉପରେ ସନ୍ଦେହ ଆସିଲା । ଯାହାପରେ ସେ ପ୍ୟାକେଟକୁ ଧୀରେ ଧୀରେ ଖୋଲିଲେ ଏବଂ ଏହିଭଳି ତାଙ୍କ ସହିତ ହେଲା । ଏହାପରେ ବ୍ୟକ୍ତି ଜଣକ ତୁରନ୍ତ ତାକୁ ଫୋପାଡ଼ି ଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More