Only for Entertainment

BIGBOSSଫେମ ମନ୍ଦନା କରୀମୀଙ୍କ ଟପଲେସ ଫଟୋ ମଚାଇଲା ଧମାଲ !

39

ବିଗବସ୯ରେ ନଜର ଆସିଥିବା ମଡେଲ ଏବଂ ଅଭିନେତ୍ରୀ ମନ୍ଦନା କରିମୀ ଅନେକ ସମୟରେ ସୋସିଆଲ ମିଡିଆ ଅକାଉଂଟରେ ନିଜ ଫଟୋ ଶେୟାର କରନ୍ତି । ପୁଣିଥରେ ମନ୍ଦନା କରିମୀ ନିଜ ଇନଷ୍ଟାଗ୍ରାମରେ ଟପଲେସ ହୋଇଥିବା ଫଟୋ ଶେୟାର କରିଛନ୍ତି । ଫଟୋ ଶେୟାର କରି ମନ୍ଦନା କ୍ୟାପଶନ ଦେଇଛନ୍ତି ଯେ ତାଙ୍କୁ ପସନ୍ଦ କରିବା ନ କରିବା କାହା କାମ ନୁହେଁ ।

 

View this post on Instagram

 

It’s not your job to like me.Its mine ? @sashajairam is this really me ? ? Who are you? ? #killingit #fitnotskinny #loveyourself

A post shared by Mandanakarimi (@mandanakarimi) on

ଏଠାରେ ଆମେ କହି ରଖୁଛୁ ଯେ ୨୦୧୫ରେ ଆସିଥିବା ଫିଲ୍ମ ‘ଭାଗ ଜନି’ରେ ଅଭିନେତା କୁଣାଲ ଖେମୁଙ୍କ ସହ ନଜର ଆସିଥିଲେ ମନ୍ଦନା କରିମୀ ।

ମନ୍ଦନା କରିମୀ ଲୋକପ୍ର୍ରିୟ ରିଆଲିଟି ଟିଭି ଶୋ ବିଗବସ୯ରେ ୨ୟ ରନର୍ସଅପ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More