Only for Entertainment

ଖରା ଦିନେ ପ୍ରସ୍ତୁତ କରି ପିଅନ୍ତୁ ମ୍ୟାଙ୍ଗେ ମିଣ୍ଟ ଲସି

Sarah Graham
50

ସାମଗ୍ରୀ-

୧ଟି କଞ୍ଚା ଆମ୍ବ, ସ୍ବାଦନୁସାରେ ଚିନି, ୧୫ଟି ପୁଦିନା ପତ୍ର, ଅଧ ଚାମଚ ଗୁଜୁରାତି ପାଉଡର, ଫାଳେ ଲେମ୍ବୁ, ଦହି କିମ୍ବା ଛାଛ୍‌ ଆବଶ୍ୟକ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ଆମ୍ବ, ଚିନି, ପୁଦିନା, ଗୁଜୁରାତି ଗୁଣ୍ଡ, ଲେମ୍ବୁ ରସ ଓ ଦହିକୁ ମିଶାଇ ଗ୍ରାଇଣ୍ଡରରେ ବ୍ଲେଣ୍ଡ କରନ୍ତୁ। ଆମ୍ବର ସ୍ମୁଦି ପ୍ରସ୍ତୁତ ହୋଇଗଲା ପରେ ଏହାକୁ କାଚ ଗ୍ଲାସ୍‌କୁ ବାହାର କରନ୍ତୁ ଓ ବରଫ ପକାଇ ଥଣ୍ଡା ଥଣ୍ଡା ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More