Only for Entertainment

ଫିଲ୍ମ ଠାରୁ ଦୂରରେ ରହି ଏହି କାମ କରୁଥିଲେ ମନୋଜ ବାଜପେୟୀ ।

Charmboard
30

ଆକ୍ଟର ମନୋଜ ବାଜପେୟୀ ନେଟଫ୍ଲିକ୍ସର ଚର୍ଚ୍ଚିତ ଥ୍ରିଲର ଫିଲ୍ମ ‘ମିସେଜ ସିରିଅଲ କିଲର’ରେ ନଜର ଆସିବେ । ଏହାର ନିର୍ଦ୍ଦେଶକ ହେଉଛନ୍ତି ଶିରୀଷ କୁନ୍ଦର । କିନ୍ତୁ ଗତ କିଛି ଦିନ ହେବ ମନୋଜ ଲାଇମଲାଇଟରୁ ଦୂରେଇ ରହିଥିଲେ । ଏହି ମଧ୍ୟରେ ସେ ନେସନାଲ ସ୍କୁଲ ଅଫ ଡ୍ରାମାର ଛାତ୍ର ମାନଙ୍କୁ ଅଭିନୟ ଶିଖାଉଥିଲେ । ମନୋଜ ବାଜପେୟୀଙ୍କ କହିବା ଅନୁସାରେ ଏହି ସମୟ ତାଙ୍କ ଜୀବନର ସବୁଠାରୁ ଖାସ ମୁହୂର୍ତ୍ତ ଥିଲା ।

 

 

View this post on Instagram

 

with my act one theatre buddy and director N K SHARMA

A post shared by Manoj Bajpayee (@bajpayee.manoj) on

 

View this post on Instagram

 

better half

A post shared by Manoj Bajpayee (@bajpayee.manoj) on


ଗତ ୯ ମାସ ହେବ ଫିଲ୍ମରୁ ଦୂରେଇ ରହିଥିଲେ ମନୋଜ । ଏହି ବ୍ରେକରେ ସେ ଏନଏସଡିର କ୍ଲାସ ନେଉଥିଲେ । ସେଠାରେ ସେ ଆଜି ପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଯେତିକି ଅଭିନୟ ଶିଖିଛନ୍ତି ତାହା ଶିଖାଉଥିଲେ । ସବୁଠାରୁ ଖାସ କଥା ହେଉଛି ସବୁବେଳେ ଗୋଟିଏ ଟାଇମ ଟେବଲରେ ବଂଚିବା ବା ସକାଳେ ଅଫିସ ଯାଇ ସଂଧ୍ୟାରେ ଘରକୁ ଫେରିବା ମନୋଜଙ୍କୁ ପସନ୍ଦ ନୁହେଁ । କିନ୍ତୁ ଏହି ୯ ମାସରେ ସେ ଯେପରି ସମୟ ବିତାଇଛନ୍ତି ତାଙ୍କୁ ଖୁବ ଭଲ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More