Only for Entertainment

ପଂଜାବୀ ଗାୟିକା ମନ୍ନତ ନୁରଙ୍କ ଗୀତ ‘ଲଙ୍ଗଲାଚୀ’ ୟୁଟ୍ୟୁବରେ ଭାଇରାଲ, ୧୯ମିଲିଅନରୁ ଅଧିକ ଭ୍ୟୁ !

22

ପଂଜାବୀ ଫିଲ୍ମ ଗୀତ ସାଧାରଣତଃ ଚାରିଆଡେ ଲୋକପ୍ରିୟ ହୁଏ । ଏହିଭଳି ଏକ ଗୀତ ରିଲିଜ ହୋଇଛି ଯାହା ୟୁଟ୍ୟୁବରେ ରେକର୍ଡ ଭାଙ୍ଗିଛି । ଅସଲରେ ଲଙ୍ଗଲାଚୀ ଏକ ପଂଜାବୀ ଫିଲ୍ମ ଅଟେ ଏବଂ ଏହାର ଟାଇଟଲ ଟ୍ରାକକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି । ପଂଜାବୀ ସୁପରଷ୍ଟାର ନୀରୁ ବାଜବା ଏବଂ ଏମ୍ମି ୱାର୍କ ଅଭିନୀତ ଏହି ଫିଲ୍ମର ଗୀତକୁ ଗାଇଛନ୍ତି ମନ୍ନତ ନୁର । ଏହି ଗୀତ ୟୁଟ୍ୟୁବରେ ଖୁବ ପସନ୍ଦ କରାଯାଉଛି । ୯ମାର୍ଚ୍ଚ ୨୦୧୮ରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ ।

ୟୁଟ୍ୟୁବରେ ଏହି ପପୁଲାର ଗୀତରେ ମନପ୍ରୀତ ଟୁର ଖୁ ବ ସୁନ୍ଦର ଡ୍ୟାନ୍ସ ପରିବେଶଣ କରିଛନ୍ତି । ଏବେ ପର୍ଯ୍ୟନ୍ତ ଏହି ଗୀତକୁ ୧୯ମିଲିଅନରୁ ଅଧିକ ଭ୍ୟୁ ମିଳି ସାରିଲାଣି । ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More